By Our Correspondent
BHUBANESWAR: ସହାୟ ସଂଗଠନର କୈଳାଶ ଚନ୍ଦ୍ର ଷଡଙ୍ଗୀ ଙ୍କୁ ଦୃର୍ବୁତ୍ତ ମାନେ ନବୀନ ନିବାସ ପାଖରେ ଆକ୍ରମଣ କରିଛନ୍ତି। ତାଙ୍କ ହାଡ ଭାଙ୍ଗିଛି।
ତାଙ୍କ ସହିତ ସହାୟର ସମାଜ ସେବୀ ସୁଶାନ୍ତ କୁମାର ମଲ୍ଲିକ ଙ୍କୁ ଅପହରଣ କରି ନେଇଛନ୍ତି। ଏୟାର ପୋର୍ଟ ପୋଲିସ ଦୁଇଜଣ ଦୁର୍ବୁତଙ୍କୁ ଅଟକ ରଖି ଘଟଣାର ଅନୁସନ୍ଧାନ କରୁଛି। କୈଳାଶ ଓ ସୁଶାନ୍ତ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

























