ବୁଧବାର ଜ୍ୟେଷ୍ଠ:ଶୁକ୍ଳ ଦ୍ୱିତୀୟା ତିଥିରେ ଶ୍ରୀବିଗ୍ରହମାନଙ୍କ ‘ବନକଲାଗି’ ନୀତି, ଆପାତତଃ ସନ୍ଧ୍ୟା ଘ.୭.୦୦ ଟିକା ଠାରୁ ରାତ୍ର ଘ.୧୧.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ

0
485

By Our Correspondent

BHUBANESWAR:   ଅଦ୍ୟ ତା୨୮.୦୫.୨୦୨୫ରିଖ,ବୁଧବାର ଜ୍ୟେଷ୍ଠ:ଶୁକ୍ଳ ଦ୍ୱିତୀୟା ତିଥିରେ ଶ୍ରୀବିଗ୍ରହମାନଙ୍କ *ବନକଲାଗି* ନୀତି ଅନୁଷ୍ଠିତ ହେବ ।

ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ଘ.୭.୦୦ ଟିକା ଠାରୁ ରାତ୍ର ଘ.୧୧.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

 

 

LEAVE A REPLY

Please enter your comment!
Please enter your name here