By Our Correspondent
BHAWANIPATNA/BHUBANESWAR: ବିଶ୍ଵ ସ୍ଵସ୍ଥ୍ୟ ଦିବସ୍ ଅବସର ରେ ଏସବିଆଇ ଫୌଣ୍ଡସନ ଏବଂ ରାମକି ଫୌଣ୍ଡସନ ତରଫରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ରେ ସୁରକ୍ଷିତ (ସ୍ୱୁସ୍ଥ ଆରମ୍ଭ ଏବଂ ଆଶାନୁରୁପ୍ ଭବିଷ୍ୟତ) (ପ୍ରଶୁତି ସ୍ୱାସ୍ଥ୍ୟ) କାର୍ଯ୍ୟକ୍ରମ ଜିଲ୍ଲା ମୁଖ୍ୟ ଚିଖିଷ୍ୟଲୟ ର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଏଡି ଏମ ଓ ମେଡିକାଲ ଡାକ୍ତାର ରଞ୍ଜନ ମିତ୍ର ଦ୍ଵାରା ଶୁଭାରମ୍ଭ ହେଇଥିଲା!
ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ପ୍ରୋଗ୍ରାମ ମେନେଜର ଶ୍ରୀ ଭିବାନୀ ଶଙ୍କର ସାହୁ ହସ୍ପିଟାଲ ମେନେଜର ଶ୍ରୀ ସୁଭାଶିଷ ନାୟକ ,ଜିଲ୍ଲା ଟିକା ମେନେଜର ଶ୍ରୀ ଲୋକନାଥ ବେହେରା ଡାଟା ମେନେଜର ଶ୍ରୀ ଚନ୍ଦନ କୁମାର ପ୍ରଧାନ ଉପସ୍ଥିତ ରହି କାର୍ଯ୍ୟକ୍ରମ ବିଷୟରେ ମତାମତ ରଖିଥିଲେ।
ରିସେସ୍ ପେରସନ ସ୍ତ୍ରୀରୋଗ ଆଶିଷଟେଣ୍ଟ ପ୍ରଫେସର ଡ଼ା ଶୁଭଲକ୍ଷ୍ମୀ ମହାପାତ୍ର ଏବଂ ନର୍ସିଂ ଅଫିସର୍ କନକ ଲତା ସେଠୀ ,ଶ୍ରୀ ଆର କେ ପଣ୍ଡା ପ୍ରସୂତି ମା ମାନଙ୍କୁ ପୁଷ୍ଟିକର ଖାଦ୍ୟ ଆଉ ଜୀବନ ଶୈଳୀ ବାବଦେ ଆଲେକପାତ ହରାଇଥିଲେ!
ଏହି କାର୍ଯ୍ୟକ୍ରମରେ ଆନୁନ୍ୟ ୧୦୬ ଜଣ ପ୍ରଶୁତି ମାଙ୍କୁ ପୁଷ୍ଟିକର ଖାଦ୍ୟ ବଣ୍ଟନ କରାଯାଇଥିଲା! ରାମକି ଫୌଣ୍ଡସନ ର ଡାକ୍ତର ବିମଳ ଚରଣ ଷଡଙ୍ଗୀ ଭେଷଜ ବିତରକ ଜ୍ୟୋଷ୍ଣାମୟୀ ବେହେରା ଷ୍ଟାଫ ନର୍ସ ପଙ୍କଜିନି ରଣା ଏଲ ଟି ନିତୁ ନାୟକ ପାଇଲଟ ଶ୍ରୀ ନିରଂଜନ ହାତୀ ଶ୍ରୀ ଲିଙ୍ଗରାଜ ସ୍ୱାଇଁ ଉପସ୍ଥିତି ରହି କାର୍ଯ୍ୟକ୍ରମ କୁ ପାଳନ କରିଥିଲେ |
ଏହା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ହସ୍ପିଟାଲ ମ୍ୟାନେଜର ଏସ ବି ଆଇ ଫୌଣ୍ଡସନ ଏବଂ ରାମକି ଫୌଣ୍ଡସନ କୁ ଧନ୍ୟବାଦ ଅର୍ପଣ କରିଥିଲେ।