ବିଦ୍ଯାଭାରତୀ ଶିକ୍ଷା ବିକାଶ ସମିତି,ଓଡ଼ିଶାର ପ୍ରାନ୍ତୀୟ କାର୍ଯ୍ୟକର୍ତ୍ତାମାନଙ୍କର ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ଯ ମୂଳକ ସାକ୍ଷାତ

0
37

By Our Correspondent

BHUBANESWAR:   ବିଦ୍ଯାଭାରତୀ ଶିକ୍ଷା ବିକାଶ ସମିତି,ଓଡ଼ିଶାର ପ୍ରାନ୍ତୀୟ କାର୍ଯ୍ୟକର୍ତ୍ତାମାନେ ମାନ୍ଯବର ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ଯ ମୂଳକ ସାକ୍ଷାତ କରିଛନ୍ତି। ଶିକ୍ଷା ଓ ସଂସ୍କୃତି ସୁରକ୍ଷା କ୍ଷେତ୍ରରେ ଶିଶୁମନ୍ଦିର ଯୋଜନାର ବିଶେଷ ଅବଦାନ ପାଇଁ ମାନ୍ଯବର ମୁଖ୍ୟମନ୍ତ୍ରୀ ଶିକ୍ଷା ବିକାଶ ସମିତିର ଭୂୟସୀ ପ୍ରଶଂସା କରିଥିଲେ।

ବିଦ୍ଯାଭାରତୀ ଶିକ୍ଷା ବିକାଶ ସମିତିର ସଭାପତି ଡଃ କିଶୋର ଚନ୍ଦ୍ର ମହାନ୍ତି,ଉପସଭାପତି ଶ୍ରୀଯୁକ୍ତ କମଳାକାନ୍ତ ମିଶ୍ର, ସଂପାଦକ ଡଃ ସରୋଜ କୁମାର ହାତୀ,ସଂଗଠନ ସଂପାଦକ ଶ୍ରୀ ତାରକଦାସ ସରକାର,କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ଯନାରାୟଣ ପଟ୍ଟନାୟକ,ଯୁଗ୍ମ ସଂପାଦକ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ମହାନ୍ତ, ପୂର୍ବ କ୍ଷେତ୍ର ମନ୍ତ୍ରୀ ଡଃ ଲକ୍ଷ୍ମୀକାନ୍ତ ମହାରଣା, ସହମନ୍ତ୍ରୀ ଶ୍ରୀଯୁକ୍ତ ହେମନ୍ତ କୁମାର ପାଣିଗ୍ରାହୀ ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି ମାନ୍ଯବର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ

 

LEAVE A REPLY

Please enter your comment!
Please enter your name here