By Our Correspondent
BHUBANESWAR: ବିଜେପି ରାଜ୍ୟ କୋର୍ କମିଟି ବୈଠକ ଅନୁଷ୍ଠିତ, ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିରେ ଓଡିଶାରେ ଦଳ କିପରି ସାଧାରଣ ଲୋକଙ୍କ ଅପେକ୍ଷାକୁ ପୂରଣ କରିବାରେ ସଫଳ ହୋଇପାରିବ ସେଥିପାଇଁ ବିସ୍ତୃତ ଆଲୋଚନା.
ଆଜି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି Manmohan Samal ଙ୍କ ଅଧ୍ୟକ୍ଷତାରେ କ୍ଷେତ୍ରୀୟ ପ୍ରଭାରୀ Sunil Bansal, ସହ ପ୍ରଭାରୀ Vijay Pal, National VP Baijayant Jay Panda, ବିରୋଧୀ ଦଳ ନେତା Jayanarayan Mishra, , କେନ୍ଦ୍ରମନ୍ତ୍ରୀ Dharmendra Pradhan, Bisheswar Tudu ଏବଂ ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) Manas Mohanty ଙ୍କ ଉପସ୍ଥିତିରେ ରାଜ୍ୟ କୋର୍ କମିଟି ବୈଠକ ଅନୁଷ୍ଠିତ ହୋଇଛି।
ଏହି ବୈଠକ ରେ ଦେଶରେ ମୋଦୀ ସରକାରଙ୍କ ଭ୍ରଷ୍ଟାଚାର ବିହୀନ ବିକାଶକେନ୍ଦ୍ରିକ ସୁଶାସନ ଓ ବିଶ୍ଵ ପ୍ରଶଂସନୀୟ ସଫଳତାକୁ ସାଧାରଣ ଲୋକମାନଙ୍କ ପାଖରେ ପହଞ୍ଚାଇବା ସହିତ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିରେ ଓଡିଶାରେ ଦଳ କିପରି ସାଧାରଣ ଲୋକଙ୍କ ଅପେକ୍ଷାକୁ ପୂରଣ କରିବାରେ ସଫଳ ହୋଇପାରିବ ସେଥିପାଇଁ ବିସ୍ତୃତ ଆଲୋଚନା କରାଯାଇଛି।
MPs Jual Oram, Pratap Sarangi, senior leaders Samir Mohanty, Dr Sambit Patra, Surama Padhi and others attended the meeting.