ବାହୁଡା଼ ପହଣ୍ଡି ଶେଷ, ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡିବିଜେ ଶୃଙ୍ଖଳିତ ଭାବେ ସମାପନ ହୋଇଛି

0
71

By Our Correspondent

PURI/BHUBANESWAR:ଶ୍ରୀକ୍ଷେତ୍ର ପୁରୀରେ ପବିତ୍ର ବାହୁଡ଼ାଯାତ୍ରା ଉପଲକ୍ଷେ ଦିବ୍ୟ ପହଣ୍ଡି ନୀତି ସମ୍ପନ୍ନ ହୋଇଅଛି.ପବିତ୍ର ବାହୁଡା ଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡିବିଜେ ଶୃଙ୍ଖଳିତ ଭାବେ ସମାପନ ହୋଇଛି.ଘଣ୍ଟ, କାହାଳି ତାଳେ ତାଳେ ଚକ୍ରରାଜ ସୁଦର୍ଶନ, ମହାପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ପହଣ୍ଡି ସମାପନ ହୋଇଛି ।

ପୂର୍ବ ଆଲୋଚନା ପ୍ରକାରେ ସେବକ ବନ୍ଧୁମାନେ ଆବଶ୍ଯକ ସଂଖ୍ୟାରେ ରହି ମହାପ୍ରଭୁଙ୍କ ସେବାର ନିଦର୍ଶନ ପ୍ରସ୍ତୁତ କହିଛନ୍ତି।

ସକାଳ ଧୂପ ଟେରା -୦୯.୪୫, ମଙ୍ଗଳାର୍ପଣ -୧୦.୩୫. ବାହୁଡା଼ ପହଣ୍ଡି ଆରମ୍ଭ -୧୦.୪୫, ବାହୁଡା଼ ପହଣ୍ଡି ଶେଷ -୧୨.୫୫. ରୁନ୍ଧା ଶେଷ -୦୧.୨୫.ମଦନ ମୋହନ,ରାମକୃଷ୍ଣ  ବିଜେ -୦୧.୫୦.ମଇଲମ ଓ ବେଶ ଶେଷ -୦୨.୦୦.

LEAVE A REPLY

Please enter your comment!
Please enter your name here