By Our Correspondent
BHUBANESWAR: ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆଜି ଭୁବନେଶ୍ଵର ରେଳଷ୍ଟେସନରୁ ପ୍ରୟାଗରାଜ ଓ ବାରାଣାସୀ ଅଭିମୁଖେ ଯାତ୍ରା କରିଛି ସ୍ବତନ୍ତ୍ର ଟ୍ରେନ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଏହାର ଶୁଭାରମ୍ଭ କରିଛନ୍ତି। ଚଳିତ ବର୍ଷ ଏହି ଯୋଜନାରେ ସମୁଦାୟ ୭ହଜାର ବରିଷ୍ଠ ନାଗରିକ ଆଧ୍ୟାତ୍ମିକ ଯାତ୍ରା କରିବେ।