OdishaPuri ପୁରୀ ସୁନାବେଶ ନିମନ୍ତେ ଟ୍ରାଫିକ୍ ସୂଚନା By Anurjay - July 6, 2025 0 773 Facebook Twitter Pinterest WhatsApp By Our Correspondent PURI:ସୁନାବେଶ ଉପଲକ୍ଷେ ପୁରୀକୁ ଅତ୍ୟଧିକ ଯାନବାହାନ ଚଳାଚଳ ଦୃଷ୍ଟିରୁ ମାଳତୀପାଟପୁର ଏବଂ ବାଟଗାଁରେ ପ୍ରାୟ ୩ ଘଣ୍ଟା ଅପେକ୍ଷା କରିବାକୁ ପଡିବା ସମ୍ଭାବନା ରହିଛି। ଏହି ପରିପ୍ରେକ୍ଷୀରେ, ପୁରୀ ଯିବାକୁ ଯୋଜନା କରୁଥିବା ଶ୍ରଦ୍ଧାଳୁମାନେ ସହଯୋଗ କରିବାକୁ ଅନୁରୋଧ।