ଦୀପାବଳିରେ ବିଷାକ୍ତ ହେଲା ଟ୍ବିନ୍ ସିଟି, ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ ପ୍ରଦୂଷଣ ଥିଲା ୯୯୯

0
269

By Our Correspondent

BHUBANESWAR:  ଦୀପାବଳିରେ ବିଷାକ୍ତ ହେଲା ଟ୍ବିନ୍‌ ସିଟି . କଟକ ଓ ଭୁବନେଶ୍ବରରେ ପ୍ରଦୂଷଣ ସ୍ଥିତି ସାଙ୍ଘାତିକ.

ରାତି ଗୋଟାଏରେ ରେକର୍ଡ ଛୁଇଁଲା ପ୍ରଦୂଷଣ ମାତ୍ରା. ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ ପ୍ରଦୂଷଣ ଥିଲା ୯୯୯.ପଟିଆ ଅଞ୍ଚଳରେ ପ୍ରଦୂଷଣ ମାତ୍ରା ଥିଲା ୬୭୬. କଟକରେ ପ୍ରଦୂଷଣ ସ୍ତର ୮୮୨ ରେକର୍ଡ.

LEAVE A REPLY

Please enter your comment!
Please enter your name here