ଦିବ୍ୟାଙ୍ଗ ନାବାଳିକା ଙ୍କୁ ଦୁଷ୍କର୍ମ ଅଭିଯୋଗ ରେ ଦୋଷୀ ପୋକ୍ସୋ କୋର୍ଟ ଦ୍ଵାରା ଦଣ୍ଡିତ , ଦୋଷୀ  କୁ  ଆଜୀବନ ଜେଲ ଦଣ୍ଡ  ,ଦଣ୍ଡ ଶୁଣାଇଛନ୍ତି ମାନ୍ୟବର ବାଲେଶ୍ଵର ସ୍ଵତନ୍ତ୍ର ପୋକ୍ସୋ କୋର୍ଟ ଜର୍ଜ

0
154

By Our Correspondent

BALASORE: ଦିବ୍ୟାଙ୍ଗ ନାବାଳିକା ଙ୍କୁ ଦୁଷ୍କର୍ମ ଅଭିଯୋଗ ରେ ଦୋଷୀ ପୋକ୍ସୋ କୋର୍ଟ ଦ୍ଵାରା ଦଣ୍ଡିତ । ଦୋଷୀ  କୁ  ଆଜୀବନ ଜେଲ ଦଣ୍ଡ  । ଦଣ୍ଡ ଶୁଣାଇଛନ୍ତି ମାନ୍ୟବର ବାଲେଶ୍ଵର ସ୍ଵତନ୍ତ୍ର ପୋକ୍ସୋ କୋର୍ଟ ଜର୍ଜ । ୨୦ ଜଣ ସାକ୍ଷୀ ଓ ୨୭ ଟି ଦଲିଲ ଓ ଦସ୍ତାବିଜ କୁ ଆଧାର କରି ରାୟ ଶୁଣାଇଛନ୍ତି ମାନ୍ୟବର କୋର୍ଟ ।

ଏହାସହ ୧୦ ହଜାର ଟଙ୍କା ଜୋରିମାନା ସହ ଅନାଦେୟ ୧ ବର୍ଷ ଅଧିକ ଜେଲ ଦଣ୍ଡ । ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ପୀଡ଼ିତା ଙ୍କୁ ୪ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ ପାଇଁ ନିର୍ଦ୍ଦେଶ ।

ଏହି ମାମଲା ବାଲେଶ୍ଵର ସହଦେବ ଖୁଣ୍ଟା ଥାନା ରେ  କେସ ନମ୍ବର ୧୪୫/୨୪ ରେ ରୁଜୁ ହୋଇଥିବା ବେଳେ ଏହି କେସ ରେ ସରକାର ଙ୍କ ପକ୍ଷରୁ ମକଦ୍ଦମା ପରିଚାଳନା କରୁଥିଲେ ସ୍ଵତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର

LEAVE A REPLY

Please enter your comment!
Please enter your name here