ଚଳିତ ବର୍ଷର ରଥଯାତ୍ରା ବିରଳ: ଜୁଲାଇ ୭ ତାରିଖ ସହିତ ଜୁଲାଇ ୮ ତାରିଖକୁ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ

0
69

By Our Correspondent

BHUBANESWAR:   ଚଳିତ ବର୍ଷର ରଥଯାତ୍ରା ବିରଳ ଅଟେ। ଏହି ବର୍ଷ ଦୁଇ ଦିନ ଧରି ରଥଟଣା କାର୍ଯ୍ୟକ୍ରମ ଥିବାରୁ ରଥଯାତ୍ରା ପରଦିନ ମଧ୍ୟ ଛୁଟି ରହିବ।

ତେଣୁ ଜୁଲାଇ ୭ ତାରିଖ ସହିତ ଜୁଲାଇ ୮ ତାରିଖକୁ ମଧ୍ୟ ଛୁଟି ଘୋଷଣା କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। .

ଚଳିତ ବର୍ଷ ରଥଯାତ୍ରା ଏକ ବିରଳ ଏବଂ ଅଭୂତପୂର୍ବ ଯାତ୍ରା । ଏହାକୁ କିପରି ଭାବରେ ସଫଳତା ପୂର୍ବକ ସୁରୁଖୁରୁରେ କରାଯାଇପାରିବ ଏଥିପାଇଁ ଏକ ସ୍ଵତନ୍ତ୍ର ସମୀକ୍ଷା ବୈଠକ ଡକାଯାଇଥିଲା । ମହାପ୍ରଭୁଙ୍କ ଆଶୀର୍ବାଦ ଓ ସମସ୍ତଙ୍କ ସହଯୋଗରେ ଏଥର ରଥଯାତ୍ରା ସଫଳ ହେବ ବୋଲି ମୋର ଆଶା ଓ ବିଶ୍ୱାସ , CM Majhi said.

 

LEAVE A REPLY

Please enter your comment!
Please enter your name here