ଚଳିତ ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ଅଧିନରେ ଚାଷୀ ପଞ୍ଜୀକରଣ ସମୟ ସୀମାକୁ ତା. ୧୦ ଅଗଷ୍ଟ, ୨୦୨୪ରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି

0
76

By Our Correspondent

BHUBANESWAR:  ଚଳିତ ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ଅଧିନରେ ଚାଷୀ ପଞ୍ଜୀକରଣ ସମୟ ସୀମାକୁ ତା. ୧୦ ଅଗଷ୍ଟ, ୨୦୨୪ରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ଧାର୍ଯ୍ଯ ସମୟସୀମା ମଧ୍ଯରେ ପଞ୍ଜୀକରଣ କରାଇନେବାକୁ ଚାଷୀମାନଙ୍କୁ ଅନୁରୋଧ କରାଯାଉଛି।

 

LEAVE A REPLY

Please enter your comment!
Please enter your name here