ଗୁରୁବାର ଶ୍ରାବଣ:କୃଷ୍ଣ ସପ୍ତମୀ ତିଥି ରେ ଶ୍ରୀବିଗ୍ରହ ମାନଙ୍କ *ବନକଲାଗି* ନୀତି ଅନୁଷ୍ଠିତ ହେବ, ଆପାତତଃ ସନ୍ଧ୍ୟା ଘ.୬.୩୦ ମି. ଠାରୁ ରାତ୍ର ଘ.୧୧.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ

0
823

By Our Correspondent

PURI: ଆସନ୍ତାକାଲି ତା୧୭.୭.୨୦୨୫ରିଖ, ଗୁରୁବାର ଶ୍ରାବଣ:କୃଷ୍ଣ ସପ୍ତମୀ ତିଥି ରେ ଶ୍ରୀବିଗ୍ରହ ମାନଙ୍କ *ବନକଲାଗି* ନୀତି ଅନୁଷ୍ଠିତ ହେବ।

ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ଘ.୬.୩୦ ମି. ଠାରୁ ରାତ୍ର ଘ.୧୧.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

LEAVE A REPLY

Please enter your comment!
Please enter your name here