By Our Correspondent
BHUBANESWAR: ଗଞ୍ଜାମ, ନୟାଗଡ, ପୁରୀ ରେ କଳାବୈଶାଖୀ ବର୍ଷା ଜାରି. ତାତିରେ ବ୍ରେକ!!
ଆଜି ପଶ୍ଚିମ ଓଡ଼ିଶା ତଥା ପାର୍ଶ୍ଵବର୍ତ୍ତୀ ଜିଲ୍ଲାଗୁଡିକରେ ବିଭିନ୍ନ ଅଞ୍ଚଳରେ ବାଦଲ ଆଛାଦାନ ବୃଦ୍ଧିପାଇଥିବ ବେଳେପୂର୍ବାନୁମାନ ଅନୁଯାୟୀ ଆଗାମୀ 3 ରୁ 4 ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦିନ ତାପମାତ୍ରାରେ 4 ରୁ 6 ଡ଼ିଗ୍ରୀ ଯାଏଁ ହ୍ରାସ ସମ୍ଭାବନା ରହିଛି.