କାଳବୈଶାଖୀ ସକାଶେ ଅରେଞ୍ଜ ଚେତାବନୀ, ବିଜୁଳି -ଘଡଘଡି, ଝଡ-ପବନ, କୁଆପଥର ବର୍ଷା ଲାଗିରହିଛି

0
350

By Our Correspondent

BHUBANESWAR:  ରାଜ୍ୟରେ  ପଶ୍ଚିମ ଝଡ  ସହ କାଳବୈଶାଖୀର ପ୍ରଭାବ. ରାଜ୍ୟର କିଛି ଜିଲ୍ଲାର   ଲାଗିରହିଛି କାଳବୈଶାଖୀ ପ୍ରଭାବ, ବିଜୁଳି -ଘଡଘଡି, ଝଡ-ପବନ, କୁଆପଥର ବର୍ଷା ଲାଗିରହିଛି

୨୩ ଅପ୍ରେଲ:   ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ଏବଂ  ଝଡ-ପବନ ଘଣ୍ଟା ପ୍ରତି ୪୦ ରୁ ୫୦ କିମି  .

୨୪ ଅପ୍ରେଲ:  ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା କିଛି ସ୍ଥାନରେ ପ୍ରବଳ ବର୍ଷା ଏବଂ ଝଡ଼ ପବନ ଘଣ୍ଟା ପ୍ରତି ୪୦ ରୁ ୫୦ କିମି    (୭ ରୁ ୧୧ ସେମି) ସମ୍ଭାବନା.

LEAVE A REPLY

Please enter your comment!
Please enter your name here