ଓଡ଼ିଶା ସରକାର ଉଦ୍ୟୋଗୀ ମା’ ମାନଙ୍କ କ୍ଷମତା ଓ ଦକ୍ଷତା ବୃଦ୍ଧି, ଆର୍ଥିକ ସହାୟତା, ବଜାର ସଂଯୋଗୀକରଣ ମାଧ୍ୟମରେ ୧ ଲକ୍ଷ ଟଙ୍କା ବା ତଦୁର୍ଦ୍ଧ ବାର୍ଷିକ ଆୟ କରିବାରେ ସହାୟତା କରିବେ

0
398

By Our Correspondent

BHUBANESWAR:  ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୧୧ ଲକ୍ଷ ନୂଆ “ଲକ୍ଷପତି ଦିଦି”ଙ୍କୁ ପ୍ରମାଣପତ୍ର ବାଣ୍ଟିବା ସହିତ ସମ୍ବର୍ଦ୍ଧନା କରିଛନ୍ତି। ଓଡ଼ିଶାରେ ଏହି କାର୍ଯ୍ୟକ୍ରମ ଅଧିନରେ ଏକ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ପ୍ରମାଣପତ୍ର ସହ ସମ୍ମାନିତ କରାଯାଇଛି।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ସହଭାଗିତାରେ ଓଡ଼ିଶା ସରକାର ଉଦ୍ୟୋଗୀ ମା’ ମାନଙ୍କ କ୍ଷମତା ଓ ଦକ୍ଷତା ବୃଦ୍ଧି, ଆର୍ଥିକ ସହାୟତା, ବଜାର ସଂଯୋଗୀକରଣ ମାଧ୍ୟମରେ ୧ ଲକ୍ଷ ଟଙ୍କା ବା ତଦୁର୍ଦ୍ଧ ବାର୍ଷିକ ଆୟ କରିବାରେ ସହାୟତା କରିବେ

 

 

LEAVE A REPLY

Please enter your comment!
Please enter your name here