ଓଡ଼ିଶା ଲୋକାୟୁକ୍ତ ଚେୟାରମ୍ୟାନ ଙ୍କ ଭୋଗ-ବିଳାସ ପାଇଁ  ବଜାର ମୂଲ୍ୟ ଠାରୁ ସାମଗ୍ରୀର ମୂଲ୍ୟ ଦଶ ଗୁଣ ଅଧିକ Estimates କରି ଲକ୍ଷ ଲକ୍ଷ ଟଙ୍କା ଲୁଟ୍ ହୋଇଛି, ସୂଚନାଧିକାର କର୍ମୀ ପ୍ରକାଶ ଦାସ

0
342

By Our Correspondent

 BHUBANESWAR:  ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ଓଡ଼ିଶା ଲୋକାୟୁକ୍ତ ଚେୟାର-ମ୍ୟାନ ଜଷ୍ଟିସ ଅଜିତ୍ ସଂ ଙ୍କ ଭୋଗ-ବିଳାସ ଜୀବନ ପାଇଁ ତାଙ୍କ ସରକାରୀ ବାସଭବନ(Qrs No SGO-5, Unit-vi) ପାଇଁ ବିଭିନ୍ନ ସାମଗ୍ରୀ କିଣାରେ ଖର୍ଚ୍ଚ ହୋଇଛି ପ୍ରାୟ ଏକ କୋଟି ଟଙ୍କା । ପ୍ରତ୍ୟେକ ସାମଗ୍ରୀର ମୂଲ୍ୟ ବଜାର ଦର ଠାରୁ ଦଶ ଗୁଣ ଅଧିକ ରହିଛି । ଅର୍ଥାତ୍ ଏଭଳି ଭାବେ ଲକ୍ଷ ଲକ୍ଷ ଟଙ୍କା ଲୁଟ୍ ହୋଇଛି ।

[ନିମ୍ନରେ Estimates ତାଲିକା ପ୍ରଦାନ କରାଗଲା]

Toilet Renovation ପାଇଁ ଖର୍ଚ୍ଚ Rs. 4,58,988 ଟଙ୍କା

ମେନ୍ ଡୋର screen ଆଣିବା ଓ ଲଗାଇବା ପାଇଁ ଖର୍ଚ୍ଚ Rs. 4, 86,400 ଟଙ୍କା

ଉନ୍ନତ ଧରଣର ପାଣି ସପ୍ଲାଏ ଓ Pumping arrangement ପାଇଁ ଖର୍ଚ୍ଚ Rs. 4,92,387 ଟଙ୍କା

ସାନିଟାରୀ H.P Feetings ପାଇଁ ଖର୍ଚ୍ଚ Rs. 4,80,701 ଟଙ୍କା

Improvement of water supply & Sewerage disposal system ପାଇଁ ଖର୍ଚ୍ଚ Rs. 4,30,996 ଟଙ୍କା

Improvement of W/S & S/I ପାଇଁ ଖର୍ଚ୍ଚ Rs. 3,35,121 ଟଙ୍କା

ସେହିପରି,

Rs. 4,57,200 (four lakh fifty seven thousand rupees) For Glazed wall tile, wall panelling and cup Board

ପଛ ପଟ ରାସ୍ତା ଖର୍ଚ୍ଚ ପାଇଁ Rs. 4,93,000 (ଚାରି ଲକ୍ଷ, ତେୟାଲବେ ହଜାର ଟଙ୍କା)

Wood flooring (ଅର୍ଥାତ ରୁମ୍ ତଳେ ବିଛା ଯାଇଥିବା ଟାଇଲି ଭଳି କାଠ) ପାଇଁ ଖର୍ଚ୍ଚ Rs. 4,83,300 ଟଙ୍କା

M.S. Grill, Siliding and wall Panelling ପାଇଁ ଖର୍ଚ୍ଚ Rs. 4,98,600 ଟଙ୍କା

Cup-Board & Compound wall ପାଇଁ ଖର୍ଚ୍ଚ Rs. 4,94,100 ଟଙ୍କା

Pipe, Profile sheet & Tarfelt ପାଇଁ ଖର୍ଚ୍ଚ Rs. 4,72,800 ଟଙ୍କା

Pipe, Profile sheet & Tarfelt ପାଇଁ ଖର୍ଚ୍ଚ Rs. 3,63,400 ଟଙ୍କା (ଏହି ବାବଦରେ ଦୁଇ ଥର ଟଙ୍କା ଅନୁମୋଦନ ହୋଇଛି)

Tile work, openable shutter & Panting ପାଇଁ ଖର୍ଚ୍ଚ Rs. 4,21,300 ଟଙ୍କା

ଟେବୁଲ୍, ଆଲମାରୀ, ଅଫିସ ଟେବୁଲ୍, ଭିଆଇପି ଚେୟାର,  Dressing ଟେବୁଲ୍ କିଣିବା ଓ ଲଗାଇବା ପାଇଁ ଖର୍ଚ୍ଚ Rs. 4,90,500 ଟଙ୍କା

Out door ଚେୟାର,  King size bed, dining table କିଣିବା ଓ ଲଗାଇବା ପାଇଁ ଖର୍ଚ୍ଚ Rs. 4,91,000 ଟଙ୍କା

Out furniture & bed sheet, T. Towel, sofa କିଣିବା ଓ ଲଗାଇବା ପାଇଁ ଖର୍ଚ୍ଚ Rs. 4,54,700 ଟଙ୍କା

TV, Freeze, tata sky, sound box, washing machine କିଣିବା ଓ ଲଗାଇବା ପାଇଁ ଖର୍ଚ୍ଚ Rs. 4,75,100 ଟଙ୍କା

ପୁଣିଥରେ, Door screen, 2 set sofa, king size bed କିଣିବା ଓ ଲଗାଇବା ପାଇଁ ଖର୍ଚ୍ଚ Rs. 4,79,000 ଟଙ୍କା

ରୋଷେଇ ପାଇଁ ସମସ୍ତ ଷ୍ଟିଲ ସାମଗ୍ରୀ, ପ୍ଲାଷ୍ଟିକ ଚେୟାର, out table, induction heater, & Pressure cooker କିଣିବା ଓ ଲଗାଇବା ପାଇଁ ଖର୍ଚ୍ଚ Rs. 2,39,800 ଟଙ୍କା

ମୋଟ Rs. 94,39,200/- ଟଙ୍କା Estimates ହୋଇଛି। ଏବଂ Rs. 92,00000/- (Ninty two Lakh+) ଟଙ୍କା ଖର୍ଚ୍ଚ ହୋଇଛି । ପ୍ରତ୍ୟେକ ସାମଗ୍ରୀର ମୂଲ୍ୟ ବଜାର ଦର ଠାରୁ ଦଶ ଗୁଣ ଦର ଅଧିକ ରହିଛି । ଅର୍ଥାତ୍ ଏଭଳି ଭାବରେ ଲକ୍ଷ ଲକ୍ଷ ଟଙ୍କା ଲୁଟ୍ ହୋଇଛି ।ଏହି ଦୁର୍ନୀତି କିଏ କରିଛି ତାହା ତଦନ୍ତ ପରେ ଜଣା ପଡ଼ିବ । ବହୁତ ଶୀଘ୍ର ଓଡ଼ିଶା ଲୋକାୟୁକ୍ତ ଚେୟାର-ମ୍ୟାନ ଜଷ୍ଟିସ ଅଜିତ୍ ସଂ ଙ୍କ ଭୋଗ-ବିଳାସ ପାଇଁ ତାଙ୍କ ସରକାରୀ ବାସଭବନ ସାମଗ୍ରୀ କିଣାରେ ଖର୍ଚ୍ଚ ହୋଇଥିବା ସମସ୍ତ ଟଙ୍କାର ତଦନ୍ତ ଓ ଦୁର୍ନୀତି ହୋଇଥିବା ଟଙ୍କାର ତଦନ୍ତ ପାଇଁ ଓଡ଼ିଶା ଲୋକାୟୁକ୍ତ ରେ କେସ୍ ଫାଇଲ୍ କରାଯିବ । ଓଡ଼ିଶା ଭଳି ଗରିବ ରାଜ୍ୟରେ ଜଣେ ବ୍ୟକ୍ତିର ଭୋଗ-ବିଳାସ ପାଇଁ ସରକାର କୋଟିଏ ଟଙ୍କା ଖର୍ଚ୍ଚ କରିବା କେତେ ଯୁକ୍ତିଯୁକ୍ତ ତାହା ଆପଣ ମାନେ ବିଚାର କରନ୍ତୁ । (ସରକାର ତାଙ୍କୁ ଖୁସି କରିବା ପାଇଁ କୋଟିଏ ଟଙ୍କା ଖର୍ଚ୍ଚ କଲେ, ସେ ସରକାରଙ୍କୁ ଖୁସି (ସୁରକ୍ଷା)କରିବା ପାଇଁ ବିଭିନ୍ନ କାର୍ଯ୍ୟ କରୁଛନ୍ତି । ପୂର୍ବରୁ, ଜଷ୍ଟିସ ଅଜିତ୍ ସଂ ଗୌହାଟୀ ହାଇକୋର୍ଟ ର ମୁଖ୍ୟ ବିଚାରପତି ଥିଲେ ଓଡ଼ିଶା ସରକାର ତାଙ୍କୁ ଆଣି ଓଡ଼ିଶା ଲୋକାୟୁକ୍ତ ଚେୟାର-ମ୍ୟାନ କଲେ, ସତେ ଯେମିତି ଓଡ଼ିଶାରେ Retd. ଜଷ୍ଟିସ ନଥିଲେ?)

ସୂଚନା ଥାଉକି  Executive Engineer R&B- ii, Bhubaneswar ଏହିଭଳି Estimates ପ୍ରସ୍ତୁତ କରି କାର୍ଯ୍ୟ କରିଛନ୍ତି ଓ ଓଡ଼ିଶା ଲୋକାୟୁକ୍ତ ସେକ୍ରେଟାରୀ ମଧ୍ୟ କିଛି  Estimates ତିଆରି କରିଛନ୍ତି। ଦୁର୍ନୀତି ଧରା-ପଡ଼ିଯିବା ଭୟରେ ସରକାରୀ ଅଧିକାରୀ ଏହି କାର୍ଯ୍ୟର ସମ୍ପୂର୍ଣ୍ଣ ତଥ୍ୟ, ବିଲ, ଭାଉଚର ପ୍ରଦାନ କରୁନାହାନ୍ତି । କିନ୍ତୁ ଆମର ଲଢେଇ ଜାରି ରହିବ ।  ଏଠି ବାଡ଼ ଖାଉଛି ଖେତ, said ସୂଚନାଧିକାର କର୍ମୀ ପ୍ରକାଶ ଦାସ.

LEAVE A REPLY

Please enter your comment!
Please enter your name here