ଓଡ଼ିଶା ରେ ପାଣ୍ଡିଆନ ପଁଥି IAS, OAS ଅଫିସରଙ୍କ ରାଜ , BJP କାର୍ଯ୍ଯକର୍ତ୍ତା,ନେତା ଭୟଭିତ  ? ନିଜ ନେତା,କାର୍ଯ୍ଯକର୍ତ୍ତାଙ୍କୁ ସୁରକ୍ଷା ଦେଇ ପାରୁନି କି BJP ? ଆଉ ମହନ ମାଝି ସରକାର  ?

0
251

By Our Correspondent

BHUBANESWAR: ଓଡ଼ିଶା ରେ ପାଣ୍ଡିଆନ ପଁଥି IAS, OAS ଅଫିସରଙ୍କ ରାଜ , BJP କାର୍ଯ୍ଯକର୍ତ୍ତା,ନେତା ଭୟଭିତ  ? ନିଜ ନେତା,କାର୍ଯ୍ଯକର୍ତ୍ତାଙ୍କୁ ସୁରକ୍ଷା ଦେଇ ପାରୁନି କି BJP ? ଆଉ ମହନ ମାଝି ସରକାର  ?

ମାହାଙ୍ଗା Double Murder case ରେ BJD ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଜେରା କରିବା ପାଇଁ ନ୍ୟାୟାଳୟର ଆଦେଶ ପରେ ବି ଓଡ଼ିଶା ପୁଲିସ ଥାନା କୁ ଡାକି ଜେରା କରିଥିଲା କି ?  ମମିତା ମେହେର ହତ୍ୟାକାଣ୍ଡ ରେ  ମନ୍ତ୍ରୀ ଦିବ୍ୟଶଂକର ମିଶ୍ର ଙ୍କ ନା ପ୍ରଚାର ହେଲା ଓଡ଼ିଶା ପୁଲିସ ତାଙ୍କୁ ଗିରଫ କରିବା ଦୁରର କଥା ଜେରା ବି କରିଥିଲା କି ?

ବେବେନା Rape and Murder ଘଟଣା ରେ ସ୍ବର୍ଗତ ମନ୍ତ୍ରୀ ପ୍ରଦିପ ମହାରଥିଙ୍କ ନା ରେ ପ୍ରଚଣ୍ଡ ଅଭିଯୋଗ ଆସିଲା ନବୀନ ପଟ୍ଟନାୟକ ସରକାର କେବଳ ମହାରଥିଙ୍କୁ ମନ୍ତ୍ରୀ ପଦରୁ ହଟେଇ ନିଜ ଦାଇତ୍ବ ସାରି ଦେଇ ଥିଲେ ତାଙ୍କ ଗିରଫ ହୋଇ ଥିଲା କି ? ଜଣେ ଛାତ୍ର ଆତ୍ମହତ୍ୟା ଘଟଣା ରେ ଭୁବନେଶ୍ଵର ପୁର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କ ନା ହତ୍ଯାକାରୀ ଭାବେ ପ୍ରଚାର ହେଲା ପୁଲିସ ତାଙ୍କୁ ଗିରଫ କରିଥିଲା କି ?

ତାହାହେଲେ କେବଳ ଗୋଟିଏ ଟେଲିଫୋନ ବା କେହି ଅପରାଧି ଜଣେ ନା କହିଥିବାରୁ ବିନା Enquiry ନସରିବା ପର୍ଯ୍ୟନ୍ତ ଜଗନ୍ନାଥ ପ୍ରଧାନଙ୍କୁ କେମିତି ଗିରଫ କରାଯାଇ ପାରିବ  ???  ଏହା କଣ BJP ପାଇଁ ଅଶୁଭ ସଂକେତ ନୁହେଁ କି ? ମୋହନ ସରକାର ରେ ପାଣ୍ଡିଆନ ପଥିଁ ଅଫିସରଙ୍କୁ ପ୍ରାଧାନ୍ୟ ଦେବା BJP ର ଅଧପତନ ର କାହାଣି ଲେଖୁନାହଁ ତ ?

ଭୁବନେଶ୍ଵର ର  ଲୋକସଭା ସଦସ୍ଯ ଅପରାଜିତା ମେଡମଙ୍କ ନିଜ ଦଳ ର ନେତା  ବିରୁଦ୍ଧ ରେ ଏପରି ଖୁଲା ଅଭିମତ ଦେବା ଦଳକୁ କ୍ଷତିଗ୍ରସ୍ତ କରୁନି କି ? ଏହା କଣ BJP ରେ ଥିବା ନେତା ଏବଂ ଓଡିଶା ସରକାର ରେ ଥିବା ପାଣ୍ଡିଆନ ପଥିଁ ଅମଲାତନ୍ତ୍ରୀଙ୍କ ଏକ ସାଂଘାତିକ ଷଡଯନ୍ତ୍ର ର ପରିଣାମ କି ? ଯଦି ଏହା ହୋଇଥାଏ ତାହା ହେଲେ BJP ଏବଂ ମୋହନ ମାଝି ସରକାର ପାଇଁ ଏକ ସତର୍କ ଘଣ୍ଟି ।

LEAVE A REPLY

Please enter your comment!
Please enter your name here