ଓଡ଼ିଶା ଏଭଳି ଏକ ପ୍ରଦେଶ, ଯେଉଁଠି କିଏ ସରକାର ଚଳାଉଛି ଜଣାପଡୁନି, ଏଭଳି ସରକାରକୁ ଛୁଟି କରିଦେବା ଦରକାର , JP Nadda  

0
424

By Our Correspondent

KANDHAMAL/NAYAGARH/BHUBANESWAR:  ରତ୍ନ ଭଣ୍ଡାରକୁ ସୁରକ୍ଷିତ ରଖିବା କାମ କାହିଁକି କରାଯାଉନି, ରତ୍ନଭଣ୍ଡାର ଚାବି କୁଆଡ଼େ ଗଲା, ନବୀନଙ୍କୁ ଜବାବ ଦେବାକୁ ହେବ।  ନବୀନ କହିଥିଲେ ଓଡ଼ିଆ ୟୁନିଭର୍ସିଟି କରିବେ, ୪ ବର୍ଷ ପୂରିଲା କୁଆଡ଼େ ଗଲା ଏହି ସେହି ବିଶ୍ୱବିଦ୍ୟାଳୟ?  Asked  BJP National Presindet JP Nadda on Wednesday addressing party workers in Nayagarh in Odisha.

ପ୍ରଦେଶ ହିତ କଥା କହୁଥିବା ନବୀନ ବାବୁ ୭୦ ଲକ୍ଷ ଲୋକଙ୍କୁ ଆୟୁଷ୍ମାନ ଭାରତ ଯୋଜନାରୁ ବଞ୍ଚିତ କରୁଛନ୍ତି, ଏଭଳି ସରକାରକୁ ଏଠାରେ ରଖାଯିବା ଉଚିତ କି ?ଠିକ ସମୟରେ ପଦ୍ମଫୁଲ ବଟମ ଦବାଇ ‘ଆୟୁଷ୍ମାନ ଭାରତ’କୁ ଓଡ଼ିଶାରେ ନିଶ୍ଚିତ କରିବାକୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି!, he said.

NCRB ରିପୋର୍ଟ ଅନୁସାରେ ମହିଳା ନିର୍ଯାତନା ଓଡ଼ିଶାରେ ଦ୍ୱିଗୁଣିତ, ସବୁଠାରୁ ଅଧିକ ମହିଳା ଚାଲାଣ ଓ ମାନବ ଚାଲାଣ ଓଡ଼ିଶାରୁ ହେଉଛି, ମହିଳା ଚାଲାଣରେ ଓଡ଼ିଶା ଦେଶରେ ସବୁଠାରୁ ଆଗରେ ରହିଛି ।  ଓଡ଼ିଶା ଏଭଳି ଏକ ପ୍ରଦେଶ, ଯେଉଁଠି କିଏ ସରକାର ଚଳାଉଛି ଜଣାପଡୁନି, ଏଭଳି ସରକାରକୁ ଛୁଟି କରିଦେବା ଦରକାର ।

ଆଜି ମୋଦୀ ଜୀଙ୍କ ନେତୃତ୍ୱରେ ଦେଶ ଆଗକୁ ବଢୁଛି ।ଯେଉଁମାନେ ୨୦୦ ବର୍ଷ ଧରି ଭାରତ ଉପରେ ଶାସନ କରିଥିଲେ, ଭାରତ ବ୍ରିଟେନକୁ ପଛରେ ପକାଇ ବିଶ୍ୱର ୫ ତମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି।, said BJP National Presindet JP Nadda in Odisha’s Kandhamal on Wednesday.

ମୁଁ ସେହି ରାଜ୍ୟ ପରିଦର୍ଶନ କରି ଖୁସି ଅନୁଭବ କରୁଛି ଯେଉଁଠାରେ ବହୁ ସଂଖ୍ୟାରେ ଆଦିବାସୀ ବାସ କରନ୍ତି ଏବଂ ଆମ ମାନନୀୟ ରାଷ୍ଟ୍ରପତି ମଧ୍ୟ ଏହି ସମ୍ପ୍ରଦାୟର ଅଟନ୍ତି, he said.

ଆଇଏମ୍ଏଫ୍ ଅନୁଯାୟୀ ଭାରତରେ ଅତ୍ୟଧିକ ଦାରିଦ୍ର୍ୟରେ ୧ ପ୍ରତିଶତରୁ ବି କମ୍ ହୋଇଛି।କରୋନା ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ୮୦ କୋଟି ଲୋକଙ୍କୁ ଖାଦ୍ୟ ଶସ୍ୟରେ ପରିପୂର୍ଣ୍ଣ ରଖିଥିଲେ, ଫଳସ୍ୱରୂପ ଏହା ସମ୍ଭବ ହୋଇପାରିଛି।, Nadda said.

ଆମ ପଛୁଆ ଜାତିର ଲୋକଙ୍କ ପାଇଁ ସାମ୍ବିଧାନିକ ମାନ୍ୟତା ମିଳିନଥିଲା । ପ୍ରଧାନମନ୍ତ୍ରୀ ମୋଦୀ ‘ଓବିସି କମିଶନ’ କୁ ସାମ୍ବିଧାନିକ ମାନ୍ୟତା ଦେଇଛନ୍ତି, he said.

LEAVE A REPLY

Please enter your comment!
Please enter your name here