ଏନର୍ଜି ଏଫିସିଏନ୍ସି ସର୍ଭିସେସ ଲିମିଟେଡ୍ ଏବଂ ରାଜ୍ୟ ଶକ୍ତି ବିଭାଗ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି

0
239

By Our Correspondent

BHUBANESWAR:   ରାଜ୍ୟରେ ଶକ୍ତି ସୁରକ୍ଷା ବୃଦ୍ଧି, ଖର୍ଚ୍ଚ ହ୍ରାସ ଏବଂ ଶକ୍ତି କ୍ଷେତ୍ରର ସାର୍ବଜନୀନ ଭିତ୍ତିଭୂମିକୁ ଉନ୍ନତ କରିବା ଲକ୍ଷ୍ୟରେ ଏନର୍ଜି ଏଫିସିଏନ୍ସି ସର୍ଭିସେସ ଲିମିଟେଡ୍ ଏବଂ ରାଜ୍ୟ ଶକ୍ତି ବିଭାଗ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି।

ଆର୍ଥିକ ଅଭିବୃଦ୍ଧି ପାଇଁ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ଦିଗରେ ଏହା ଏକ ପ୍ରମୁଖ ପଦକ୍ଷେପ ବୋଲି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି।

 

LEAVE A REPLY

Please enter your comment!
Please enter your name here