ଆସନ୍ତା ଅକ୍ଟୋବର 24 ତାରିଖ ଦିନ ମହାମହିମ ରାଷ୍ଟ୍ରପତିଙ୍କର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନର କାର୍ଯ୍ୟକ୍ରମ ବର୍ତ୍ତମାନ ପାଇଁ ସ୍ଥଗିତ

0
59

By Our Correspondent

PURI/BHUBANESWAR:  ଆସନ୍ତା ଅକ୍ଟୋବର 24 ତାରିଖ ଦିନ ମହାମହିମ ରାଷ୍ଟ୍ରପତିଙ୍କର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନର କାର୍ଯ୍ୟକ୍ରମ ବର୍ତ୍ତମାନ ପାଇଁ ସ୍ଥଗିତ ରହିଛି l

ଏନେଇ ବିଧିବଦ୍ଧ ସୂଚନା ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇଛି l ତେଣୁ ସେହି ଦିନ ପାଇଁ ନିର୍ଦ୍ଧାରିତ ହୋଇଥିବା ବିଶେଷ ନୀତି ନିର୍ଘଣ୍ଟ ବଦଳରେ ନୀତିକାନ୍ତି ନିୟମିତ ଭାବେ ହେବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି l

 

LEAVE A REPLY

Please enter your comment!
Please enter your name here