ଆସନ୍ତାକାଲି ଖୋଲିବ ରତ୍ନଭଣ୍ଡାର

0
86

By Our Correspondent

BHUBANESWAR: ଆସନ୍ତାକାଲି ଖୋଲିବ ରତ୍ନଭଣ୍ଡାର . ମୁଖ୍ୟମନ୍ତ୍ରୀ ଏନେଇ ଚୂଡାନ୍ତ ଅନୁମୋଦନ ଦେଇସାରିଛନ୍ତି. ଅତ୍ୟନ୍ତ ସ୍ୱଚ୍ଛତାର ସହ ନିଖୁଣ ଭାବେ ରତ୍ନଭଣ୍ଡାରର ଗଣତି ମଣତି କରାଯିବ.

ରତ୍ନଭଣ୍ଡାର ଗଣତି ମଣତି ସମୟରେ ଆରବିଆଇର ପ୍ରତିିନିଧି ମଧ୍ୟ ରହିବେ , ରତ୍ନଭଣ୍ଡାର ଗଣତିର ଡିଜିଟାଲ ଡକ୍ୟୁମେଣ୍ଟ ପ୍ରସ୍ତୁତ ହେବ , ସୂଚନା ଦେଲେ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ.

LEAVE A REPLY

Please enter your comment!
Please enter your name here