‘ଆମ ଓଡ଼ିଶା ନବୀନ ଓଡ଼ିଶା’: ମୁଖ୍ୟମନ୍ତ୍ରୀ ଜଗତସିଂହପୁରର ୪ଟି ନିର୍ବାଚନମଣ୍ଡଳୀ ପାଇଁ ₹୯୯ କୋଟିର ୨୯୨୨ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି

0
314
‘ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା’ ରେ ଅନ୍ତର୍ଭୁକ୍ତ ହେଲା ଜଗତସିଂହପୁର ଜିଲ୍ଲା। ଏହି ଯୋଜନାରେ ମୁଖ୍ୟମନ୍ତ୍ରୀ ଜଗତସିଂହପୁରର ୪ଟି ନିର୍ବାଚନମଣ୍ଡଳୀ ପାଇଁ ₹୯୯ କୋଟିର ୨୯୨୨ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି।

By Our Correspondent

BHUBANESWAR:  ‘ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା’ ରେ ଅନ୍ତର୍ଭୁକ୍ତ ହେଲା ଜଗତସିଂହପୁର ଜିଲ୍ଲା। ଏହି ଯୋଜନାରେ ମୁଖ୍ୟମନ୍ତ୍ରୀ ଜଗତସିଂହପୁରର ୪ଟି ନିର୍ବାଚନମଣ୍ଡଳୀ ପାଇଁ ₹୯୯ କୋଟିର ୨୯୨୨ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି।

 ଏଥିରେ ଜିଲ୍ଲାର ୮ଟି ବ୍ଲକ୍‌ର ୧୯୮ଟି ଗ୍ରାମପଞ୍ଚାୟତରେ ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପ ସ୍ଥାପନ କରିବାକୁ ନିଷ୍ପତ୍ତି ହୋଇଛି।

ଏଥିସହ ଲୋକଙ୍କ ମତାମତ ଆଧାରରେ ଜିଲ୍ଲା ବିକାଶ ପାଇଁ ୩୫ଟି ପ୍ରକଳ୍ପ ଲାଗି ₹୧୧୬.୧୭ କୋଟି ମଞ୍ଜୁର ହୋଇଛି। ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା କାର୍ଯ୍ୟକ୍ରମ ଅଧୀନରେ ଏହି ଜନକଲ୍ୟାଣକାରୀ ପ୍ରକଳ୍ପ ଖର୍ଚ୍ଚ ମଞ୍ଜୁର କରାଯାଇଛି.

LEAVE A REPLY

Please enter your comment!
Please enter your name here