By Our Correspondent
BHUBANESWAR: ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର, ଆଣ୍ଡାମାନ ଏବଂ ନିକୋବର ଦ୍ଵୀପପୁଞ୍ଜ ର ଆହୁରି କେତକ ଭାଗକୁ ଅଗ୍ରସର ହେବ ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି | ତଥା ଉପଗ୍ରହ ରୁ ଏହା ସୂଚିତ ହେଉଛି ଯେ ଏହି ଅଞ୍ଚଳ ଗୁଡିକରେ ପାଗ ମେଘୁଆ ସହ ବର୍ଷା ଲାଗିରହିଛି |
ଆଜି ଦିନ ୧୧ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା
ସମ୍ବଲପୁର:୩୯.୪ ଡ଼ିଗ୍ରୀ , ଝାରସୁଗୁଡା: ୩୮.୬ ଡ଼ିଗ୍ରୀ, ହୀରାକୁଦ: ୩୮ ଡ଼ିଗ୍ରୀ , ଭୁବନେଶ୍ୱର: ୩୬.୮ ଡ଼ିଗ୍ରୀ, ଚାନ୍ଦବାଲି: ୩୬ ଡ଼ିଗ୍ରୀ , ବାଲେଶ୍ୱର: ୩୫.୮ ଡ଼ିଗ୍ରୀ , କେନ୍ଦୁଝର: ୩୫ ଡ଼ିଗ୍ରୀ, ଗୋପାଳପୁର: ୩୪.୪ ଡ଼ିଗ୍ରୀ, ପାରାଦୀପ: ୩୩.୬ ଡ଼ିଗ୍ରୀ , ପୁରୀ: ୩୩.୬ ଡ଼ିଗ୍ରୀ.