ଅମଲାମାନଙ୍କ ମଧ୍ଯରୁ ଅଧିକାଂଶ ଲାଞ୍ଚ ନ ନେଲେ କାମ କରନ୍ତି ନାହିଁ  , କାହିଁ କେବେ କୌଣସି ଦୁର୍ନୀତି ଖୋର ଙ୍କ ବିରୋଧରେ ଏମାନେ ଆନ୍ଦୋଳନ କରନ୍ତି ନାହିଁ , କେବେ ସାମୁହିକ ଭାବେ ଲାଞ୍ଚ ନନେବା ପାଇଁ ସପଥ କରନ୍ତି ନାହିଁ , କାହିଁ କେବେ ଦୁର୍ନୀତି ବିରୋଧରେ ସାମୁହିକ ଛୁଟୀ ରେ ଯାଆନ୍ତି ନାହିଁ  

0
202

By Ramesh Barisalya

BHUBANESWAR: ଏ ଅମଲାମାନଙ୍କ ମଧ୍ଯରୁ ଅଧିକାଂଶ ଲାଞ୍ଚ ନ ନେଲେ କାମ କରନ୍ତି ନାହିଁ  I କାହିଁ କେବେ କୌଣସି ଦୁର୍ନୀତି ଖୋର ଙ୍କ ବିରୋଧରେ ଏମାନେ ଆନ୍ଦୋଳନ କରନ୍ତି ନାହିଁ l କେବେ ସାମୁହିକ ଭାବେ ଲାଞ୍ଚ ନନେବା ପାଇଁ ସପଥ କରନ୍ତି ନାହିଁ l କାହିଁ କେବେ ଦୁର୍ନୀତି ବିରୋଧରେ ସାମୁହିକ ଛୁଟୀ ରେ ଯାଆନ୍ତି ନାହିଁ l

ନିଜ ଅଫିସ ରେ ଯେଉଁ ପର୍ସେଣ୍ଟ କାରବାର ଚାଲିଛି, ତା ବିରୋଧ ରେ କେବେ ଏକଜୁଟ ହେବ …????

କିନ୍ତୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୧୪ ଜିଲ୍ଲାର OAS, ORS ଅଫିସର -କଟକ, ଜଗତସିଂହପୁର, ଭଦ୍ରକ, ରାୟଗଡ଼ା, ଦେବଗଡ଼ ଜିଲ୍ଲା -ସୁବର୍ଣ୍ଣପୁର, ବାଲେଶ୍ୱର ଓ ଗଞ୍ଜାମ ଜିଲ୍ଲାରେ ବି ସମୂହ ଛୁଟିରେ ଗଲେ -ବଲାଙ୍ଗିର, ସମ୍ବଲପୁର, କେନ୍ଦୁଝର, ଯାଜପୁର, କନ୍ଧମାଳ ଜିଲ୍ଲାରେ ବି ସମୂହ ଛୁଟିରେ ଗଲେ

ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହୋଇଛି….. ପରନ୍ତୁ ଏ ଲାଞ୍ଚୁଆ ଅଧିକାରୀଙ୍କ କାହିଁକି ଏ ନାଟକ……??? ଏମାନଙ୍କ ପଛରେ କିଏ….???

ଗରିବ ଜନତାଙ୍କ ପ୍ରଦତ୍ତ ଟାକ୍ସରୁ ମୋଟା ଦରମା ଏବଂ ଅନେକ ସୁବିଧା ପାଉଥିବା ସରକାରୀ ଗୋଲାମମାନେ , ନିଜକୁ ଦେଶର ସ୍ଵାମୀ ଭାବି ନେଇଥାନ୍ତି I ତେଣୁ IAS ବା OAS ( Administrative Sevice)ବଦଳରେ ….IPS ଅଥବା OPS( Odisha Peoples´ Servant) ଲେଖାଯିବା ଉଚିତ୍ I

ସାଧାରଣ ଜନତା ଯେତେବେଳେ ଅସୁବିଧାର ପଡିବେ….. ନିଶ୍ଚିନ୍ତ ଏ ଲାଞ୍ଚୁଆ ଅଧିକାରୀ ମାଡ ଖାଇବେ….!!!

LEAVE A REPLY

Please enter your comment!
Please enter your name here