୩ ରୁ ୪ ଦିନ ଯାଏଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସହ ଉପକୂଳରେ ଗୁଳୁଗୁଳି ଜାରି ରହିବ

0
447

By Our Correspondent

BHUBANESWAR:   ଅସହ୍ୟ ଗୁଳୁଗୁଳି  ଭୁବନେଶ୍ୱର ରେ ସକାଳ ୫ ଟା ୩୦ ସୁଦ୍ଧା ୩୦.୨ ଡ଼ିଗ୍ରୀ ତାପମାତ୍ରା ଏବଂ ୯୬% ଆଦ୍ରତା ରେକର୍ଡ.

ରାଜ୍ୟରେ ଦିନ ତାପମାତ୍ରାରେ  ଆଗାମୀ ୫ ଦିନ ଯାଏଁ ବିଶେଷ ପରିବର୍ତନ ର ସମ୍ଭାବନା ନଥିବାବେଳେ   ୩ ରୁ ୪ ଦିନ ଯାଏଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସହ ଉପକୂଳରେ ଗୁଳୁଗୁଳି ଜାରି ରହିବ | କିଛି କିଛି ସ୍ଥାନରେ ତାପମାତ୍ରା ସ୍ଵାଭାଵିକ ଠାରୁ ୩ ରୁ ୫ ଡ଼ିଗ୍ରୀ ଯାଏଁ ଅଧିକ ରହିବା ସମ୍ଭାବନା

LEAVE A REPLY

Please enter your comment!
Please enter your name here