ସେପ୍ଟେମ୍ବର ମାସର ଏଯାବତ ରାଜ୍ୟରେ ୩୧୫.୯ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୨୨୦.୬ ମିମି ତୁଳନାରେ  ୪୩ ପ୍ରତିଶତ ଅଧିକ ରହିଛି

0
349
ସେପ୍ଟେମ୍ବର ମାସର ଏଯାବତ ରାଜ୍ୟରେ ୩୧୫.୯ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୨୨୦.୬ ମିମି ତୁଳନାରେ ୪୩ ପ୍ରତିଶତ ଅଧିକ ରହିଛି

By Our Correspondent

BHUBANESWAR:   ସେପ୍ଟେମ୍ବର ମାସର ଏଯାବତ ରାଜ୍ୟରେ ୩୧୫.୯ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୨୨୦.୬ ମିମି ତୁଳନାରେ  ୪୩ ପ୍ରତିଶତ ଅଧିକ ରହିଛି |

ଏହି ୨୭ ଦିନର ବର୍ଷା, ସେପ୍ଟେମ୍ବର ମାସର ସ୍ୱାଭାବିକ ବର୍ଷା ୨୩୫.୭ ମିମି ତୁଳନାରେ  ୩୪ ପ୍ରତିଶତ ଅଧିକ ରହିଛି.

ଉପଗ୍ରହରୁ ଜଳୀୟବାଷ୍ପ  ସମ୍ଭନ୍ଧୀତ ଉତ୍ତୋଳନ ହୋଇଥିବା  ଚିତ୍ର ଅନୁଯାୟୀ  ଦେଶର ଉତ୍ତର-ପଶ୍ଚିମ ଭାଗର କିଛି ଅଞ୍ଚଳରେ  ବାୟୁମଣ୍ଡଳରେ ଜଳୀୟବାଷ୍ପ ର ମାତ୍ରା ଦୃଷ୍ଟନ୍ତ ମୂଳକ ଭାବେ  କମିଛି ଯାହା ମୌସୁମୀ ଅପସାରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛି.

LEAVE A REPLY

Please enter your comment!
Please enter your name here