ସାଂସଦ ଶ୍ରୀ ଦେବାଶିଷ ସାମନ୍ତରାୟ ରଖିଥିବା ପ୍ରତିକ୍ରିୟା ତାଙ୍କର ବ୍ୟକ୍ତିଗତ ମତ, ଏହା ଦଳୀୟ ଆଭିମୁଖ୍ୟକୁ ପ୍ରତିଫଳିତ କରୁନାହିଁ- ବିଜୁ ଜନତା ଦଳ

0
62

By Our Correspondent

BHUBANESWAR : ଏକ ଗଠନମୂଳକ ବିରୋଧୀଦଳ ଭାବେ ଦାୟିତ୍ୱ ନିର୍ବାହ କରିବାକୁ ବିଜୁ ଜନତା ଦଳକୁ ଓଡ଼ିଶାର ଜନସାଧାରଣ ଭୋଟ୍ ଦେଇଛନ୍ତି।

ବିଜେଡି ଲୋକଙ୍କ ନିଷ୍ପତ୍ତିକୁ ସମ୍ମାନ ଦେବା ସହ ଏଦିଗରେ କାର୍ଯ୍ୟ ଜାରି ରଖିଛି। ଦଳର ସାଂସଦ ଶ୍ରୀ ଦେବାଶିଷ ସାମନ୍ତରାୟ ରଖିଥିବା ପ୍ରତିକ୍ରିୟା ତାଙ୍କର ବ୍ୟକ୍ତିଗତ ମତ, ଏହା ଦଳୀୟ ଆଭିମୁଖ୍ୟକୁ ପ୍ରତିଫଳିତ କରୁନାହିଁ.

 

LEAVE A REPLY

Please enter your comment!
Please enter your name here