ସମ୍ପୂର୍ଣ୍ଣ ଓଡିଶା କୁ ଅଗ୍ରସର ହେଲା  ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

0
428
ଆଜି ୨୩ ଜୁନ ରେ ସମ୍ପୂର୍ଣ୍ଣ ଓଡିଶା କୁ ଅଗ୍ରସର ହେଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ଗତ ୨୪ ଘଣ୍ଟା ରେ ରାଜ୍ୟରେ ୨୧.୩ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୮.୯ ମିମି ତୁଳନାରେ ୧୩୯ ପ୍ରତିଶତ ଅଧିକ ରେକର୍ଡ ହୋଇଛି .

By Our Correspondent

BHUBANESWAR:  ଆଜି ୨୩ ଜୁନ ରେ ସମ୍ପୂର୍ଣ୍ଣ ଓଡିଶା କୁ ଅଗ୍ରସର ହେଲା  ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ଗତ ୨୪ ଘଣ୍ଟା ରେ ରାଜ୍ୟରେ ୨୧.୩ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୮.୯ ମିମି ତୁଳନାରେ ୧୩୯ ପ୍ରତିଶତ ଅଧିକ ରେକର୍ଡ ହୋଇଛି .

ତଥା ସର୍ବାଧିକ ବର୍ଷା ମାଲକାନଗିରି  ଜିଲ୍ଲାରେ   ୫୨.୫ ମିମି ରେକର୍ଡ ହୋଇଛି ଯାହା ସ୍ୱାଭାବିକ  ବର୍ଷା  ତୁଳନାରେ ୫୯୧ % ଅଧିକ ରହିଛି.

ଗଜପତି, ରାୟଗଡା, କୋରାପୁଟ, ଗଞ୍ଜାମ, ପୁରୀ ଏବଂ ଜଗତସିଂହପୁର ଜିଲ୍ଲାର କିଛି ଅଞ୍ଚଳରେ  ବର୍ଷା ଲାଗିରହିଛି.

ଆଗାମୀ ୪ ରୁ ୫ ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକା ରୁ ମାଧ୍ୟମ ଧରଣର ବର୍ଷା ସହ କିଛି ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ମଧ୍ୟ ରହିଛି  | ମୌସୁମୀ ଅଗ୍ରସର କୁ ଲକ୍ଷ୍ୟ ରଖି ଚାଷୀ ଭାଇମାନଙ୍କୁ ଚାଷ କାର୍ଯ୍ୟ ଆରମ୍ଭ ପାଇଁ ସୂଚନା ଜାରି  କରାଯାଇଛି.

IMD said “The Southwest Monsoon has further advanced into some more parts of Karnataka, Telangana, remaining parts of Andhra Pradesh, some parts of Vidarbha, Chhattisgarh, remaining parts of Northwest Bay of Bengal, remaining parts of Odisha & Gangetic West Bengal ,some more parts of Jharkhand & Bihar and some parts of East Uttar Pradesh today, the 23rd June,’.

LEAVE A REPLY

Please enter your comment!
Please enter your name here