ମେ 20ରେ ପୁଣି ଓଡ଼ିଶା ଆସିବେ ମୋଦି, ପୁରୀରେ କରିବେ ରୋଡ୍ ଶୋ , କଟକ ଓ ଅନଗୁଳରେ ଜନସଭାରେ ଯୋଗଦେବେ

0
106

By Our Correspondent

BHUBANESWAR:  ମେ 20ରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, ପୁରୀରେ କରିବେ ରୋଡ୍ ଶୋ , କଟକ ଓ ଅନଗୁଳରେ ଜନସଭାରେ ଯୋଗଦେବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି.

ତା ପୂର୍ବରୁ ମେ 15 ରେ ଆସିବେ ଅମିତ ଶାହ, ରାଉରକେଲା, କଣ୍ଟାବାଞ୍ଜି ଓ ସୋରଡ଼ାରେ ସଭା କରିବେ। ମେ 17ରେ ଆସିବେ ଜେପି ନଡ୍ଡା। ସୁନ୍ଦରଗଡ଼, ହିଞ୍ଜିଳି ଓ ପଦ୍ମପୁରରେ ନିର୍ବାଚନୀ ସଭାରେ ଯୋଗ ଦେବେ।

LEAVE A REPLY

Please enter your comment!
Please enter your name here