ମୃତ ନିର୍ମାଣ ଶ୍ରମିକ ଙ୍କ ପରିବାର କୁ ସହାୟତା ପ୍ରଦାନ, ଶ୍ରମ ଓ ରାଜ୍ୟ ବୀମା ବିଭାଗ ଅନ୍ତର୍ଗତ ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧିନରେ ୨୬୯ ଜଣ ହିତାଧିକାରୀଙ୍କୁ ମୋଟ ୨,୭୯,୬୦,୦୦୦ ଟଙ୍କାର ମୃତ୍ୟୁ କାଳୀନ ସହାୟତା ଜିଲ୍ଲାପାଳ ପ୍ରଦାନ

0
531

By Our Correspondent

PURI/BHUBANESWAR:  ଆଜି ଅପରାହ୍ନ ରେ ଜିଲ୍ଲାପାଳ ଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ମୃତ ନିର୍ମାଣ ଶ୍ରମିକ ଙ୍କ ନିକଟ ସମ୍ପର୍କୀୟ ଙ୍କୁ ସହାୟତା ପ୍ରଦାନ କରିଛନ୍ତି।

ଶ୍ରମ ଓ ରାଜ୍ୟ ବୀମା ବିଭାଗ ଅନ୍ତର୍ଗତ ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧିନରେ ୨୬୯ ଜଣ ହିତାଧିକାରୀଙ୍କୁ ମୋଟ ୨,୭୯,୬୦,୦୦୦ ଟଙ୍କାର ମୃତ୍ୟୁ କାଳୀନ ସହାୟତା ଜିଲ୍ଲାପାଳ ପ୍ରଦାନ କରିଥିଲେ।

ଏହି ସହାୟତା ପ୍ରଦାନ ସମୟରେ ମଣ୍ଡଳ ଶ୍ରମ ଆୟୁକ୍ତ, ଜିଲ୍ଲା ଶ୍ରମ ଅଧିକାରୀ, ସହକାରୀ ଶ୍ରମ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

 

LEAVE A REPLY

Please enter your comment!
Please enter your name here