ମୌସୁମୀ  ପାଇଁ ପାଗ ଅନୁକୂଳ, ଆଜି ଦିନ ୨ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା, ଭୁବନେଶ୍ୱର: ୪୧  ଡ଼ିଗ୍ରୀ

0
839

By Our Correspondent

BHUBANESWAR:  ଆଜି ଦିନ ୨ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା. ସମ୍ବଲପୁର: ୪୪.୨  ଡ଼ିଗ୍ରୀ, ଝାରସୁଗୁଡା: ୪୩.୪  ଡ଼ିଗ୍ରୀ , ହୀରାକୁଦ: ୪୩ ଡ଼ିଗ୍ରୀ , ଭୁବନେଶ୍ୱର: ୪୧  ଡ଼ିଗ୍ରୀ, ଚାନ୍ଦବାଲି: ୩୯.୨ ଡ଼ିଗ୍ରୀ, ବାଲେଶ୍ୱର: ୩୭.୪ ଡ଼ିଗ୍ରୀ, କେନ୍ଦୁଝର : ୩୭.୨ ଡ଼ିଗ୍ରୀ, ଗୋପାଳପୁର: ୩୪.୬ ଡ଼ିଗ୍ରୀ, ପୁରୀ: ୩୪.୪ ଡ଼ିଗ୍ରୀ , ପାରାଦୀପ: ୩୪.୪ ଡ଼ିଗ୍ରୀ.

ମୌସୁମୀ  ପାଇଁ ପାଗ ଅନୁକୂଳ .କେରଳ ଉପକୂଳରେ ମେଘ ସମୂହର ଘଂନତ୍ୱ ବୃଦ୍ଧି, ପଶ୍ଚିମ ବାୟୁର  ସକ୍ରିୟତା ତଥା  ବାୟୁମଣ୍ଡଳର ମଧ୍ୟଭାଗ ଯାଏଁ  ବ୍ୟାପ୍ତି  ଏହା ସୂଚାଉଛି ଯେ    ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ  କେରଳ ଉପକୂଳ  ଛୁଇଁବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ .

ଆଜି ସକାଳ ୮.୩୦ ସୁଦ୍ଧା ଭୁବନେଶ୍ୱର ରେ ୩୩.୬ ଡ଼ିଗ୍ରୀ ତାପମାତ୍ରା ଏବଂ ୭୭% ଆଦ୍ରତା ରେକର୍ଡ.

ଆଜି ଦିନ ୧୧ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା. ସମ୍ବଲପୁର: ୪୧ ଡ଼ିଗ୍ରୀ, ଝାରସୁଗୁଡା: ୪୦.୬ ଡ଼ିଗ୍ରୀ , ହୀରାକୁଦ: ୩୯.8 , ଭୁବନେଶ୍ୱର: ୩୯ ଡ଼ିଗ୍ରୀ.ବାଲେଶ୍ୱର: ୩୮.୨ ଡ଼ିଗ୍ରୀ, ଚାନ୍ଦବାଲି: ୩୬.୮ ଡ଼ିଗ୍ରୀ, ଗୋପାଳପୁର: ୩୬.୬ ଡ଼ିଗ୍ରୀ, କେନ୍ଦୁଝର: ୩୬.୪ ଡ଼ିଗ୍ରୀ  , ପୁରୀ: ୩୫.୮ ଡ଼ିଗ୍ରୀ , ପାରାଦୀପ: ୩୪.୨ ଡ଼ିଗ୍ରୀ.

LEAVE A REPLY

Please enter your comment!
Please enter your name here