By Our Correspondent
PURI: ଆସନ୍ତାକାଲି ତା୧୩.୮.୨୦୨୫ରିଖ,ବୁଧବାର ଭାଦ୍ରବ କୃଷ୍ଣ ଚତୁର୍ଥୀ ତିଥିରେ ଶ୍ରୀବିଗ୍ରହମାନଙ୍କ ‘ରାହୁରେଖାଲାଗି’ ନୀତି ଅନୁଷ୍ଠିତ ହେବ ।
ଏଣୁ ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ଘ.୨.୩୦ ମିନିଟ ଠାରୁ ସନ୍ଧ୍ୟା ଘ.୬.୩୦ ମିନିଟ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।




























