ବିଧାୟକ ସୁଧାଂଶୁ ପରିଡାଙ୍କ ଦ୍ୱାରା ହୋଇଥିବା ମହାଠକେଇ ହେଉଛି 2017 ରୁ 2020 ସମୟର, ସମ୍ପୃକ୍ତି ବିଷୟରେ ସ୍ପଷ୍ଟ ହେବା ପରେବି କାହିଁକି ସରକାର ଦୀର୍ଘ ଦିନ ଧରି ଚୁପ ବସିଥିଲେ?

0
440
ଆଜି ବିଜେଡିରୁ ନିଲମ୍ବିତ ହୋଇଥିବା ବିଧାୟକ ସୁଧାଂଶୁ ପରିଡାଙ୍କ ଦ୍ୱାରା ହୋଇଥିବା ମହାଠକେଇ ହେଉଛି 2017 ରୁ 2020 ସମୟର l ଚାଷୀଙ୍କର କୋଟି କୋଟି ଟଙ୍କାର ସବସିଡି ହଡ଼ପ ନେଇ ଭିଜିଲାନ୍ସ ତଦନ୍ତରେ ସୁଧାଂଶୁ ପରିଡାଙ୍କ ସମ୍ପୃକ୍ତି ବିଷୟରେ ସ୍ପଷ୍ଟ ହେବା ପରେବି କାହିଁକି ସରକାର ଦୀର୍ଘ ଦିନ ଧରି ଚୁପ ବସିଥିଲେ? , BJP’s Loisinha MLA Dr. Mukesh Mahaling said

By Our Correspondent

BHUBANESWAR:  ଆଜି ବିଜେଡିରୁ ନିଲମ୍ବିତ ହୋଇଥିବା ବିଧାୟକ ସୁଧାଂଶୁ ପରିଡାଙ୍କ ଦ୍ୱାରା ହୋଇଥିବା ମହାଠକେଇ ହେଉଛି 2017 ରୁ 2020 ସମୟର l ଚାଷୀଙ୍କର କୋଟି କୋଟି ଟଙ୍କାର ସବସିଡି ହଡ଼ପ  ନେଇ ଭିଜିଲାନ୍ସ ତଦନ୍ତରେ ସୁଧାଂଶୁ ପରିଡାଙ୍କ ସମ୍ପୃକ୍ତି ବିଷୟରେ ସ୍ପଷ୍ଟ ହେବା ପରେବି କାହିଁକି ସରକାର ଦୀର୍ଘ ଦିନ ଧରି ଚୁପ ବସିଥିଲେ? , BJP’s Loisinha MLA Dr. Mukesh Mahaling said.

ଲୋକାୟୁକ୍ତଙ୍କ ରିପୋର୍ଟରେ ଅଭିଯୋଗ ପ୍ରମାଣିତ ହେବା ପରେ ବି କାହିଁକି ଗିରଫ ହୋଇନାହାନ୍ତି ବିଧାୟକ ସୁଧାଂଶୁ ପରିଡା? କେବେ ଚାଷୀମାନେ ହରାଇଥିବା 300 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଫେରି ପାଇବେ? ଏନେଇ ମୁଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକଙ୍କର ପ୍ରେସ ରିଲିଜ କେବେ ଆସିବ?, Dr. Mukesh Mahaling said an X Post.

ସ୍ଵଛ ଭାବମୂର୍ତ୍ତିର ନାଟକ ଆଉ ଲୋକେ ବିଶ୍ୱାସ କରୁନାହାନ୍ତି l ବିଜୁ ଜନତା ଦଳରେ 40 ଜଣ ବିଧାୟକଙ୍କ ନାଁରେ ସଙ୍ଗିନ ଅପରାଧିକ ମାମଲା ଅଛି l ସେମାନଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ନିଆଯିବ? He asked.

ଯେଉଁ ଗଣମାଧ୍ୟମ ରାଜ୍ୟରେ ଚାଲିଥିବା ଅଗଣତାନ୍ତ୍ରିକ ବ୍ୟବସ୍ଥାକୁ ନେଇ ପ୍ରଶ୍ନ କରିବ ତାଙ୍କୁ ମିଛ ମାମଲାରେ ଫସାଇ ଦିଆଯିବ l ଏହା ଓଡିଶାରେ ବାରମ୍ବାର ଘଟୁଛି l ଜଣେ ସଚିବଙ୍କୁ ସମାଲୋଚନା କରିବାରୁ  ବିଜେଡିରେ ଦୁଇ ଦୁଇ ଜଣ ବିଧାୟକଙ୍କ ବିରୋଧରେ ମିଛ ମାମଲା ଓ କାର୍ଯ୍ୟାନୁଷ୍ଠାନ l ଏହା ହିଁ ସ୍ପଷ୍ଟ କରୁଛି ବିଜୁ ଜନତା ଦଳ ଭିତରେ ଥିବା ଅସହାୟତା l

LEAVE A REPLY

Please enter your comment!
Please enter your name here