ବିଜେପିର କେନ୍ଦ୍ରାପଡ଼ା ଜିଲ୍ଲା ରେ ସମସ୍ତ ବିଧାନସଭା କ୍ଷେତ୍ରର କୋର କମିଟି ସଦସ୍ୟ ମାନଙ୍କ ସହ ସାଂଗଠନିକ ବୈଠକ, ରାଜ୍ୟ ସଭାପତି, ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ଉପସ୍ଥିତ

0
338
ଏହି ଅବସରରେ ରାଜ୍ୟ ସଭାପତି Manmohan Samal ଙ୍କ ସହିତ ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ଶ୍ରୀ ମାନସ ମହାନ୍ତି, ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ଶ୍ରୀ ବୈଜୟନ୍ତ ଜୟ ପଣ୍ଡାଙ୍କ ସମେତ ଅନ୍ୟ ନେତୃବୃନ୍ଦ ମଧ୍ୟ ଉପସ୍ଥିତ ଥିଲେ ।

By Our Correspondent

KENDRAPARA/BHUBANESWAR:  କେନ୍ଦ୍ରାପଡ଼ା  ଜିଲ୍ଲାର ସମସ୍ତ ବିଧାନସଭା କ୍ଷେତ୍ରର କୋର କମିଟି ସଦସ୍ୟ ମାନଙ୍କ ସହ ସାଂଗଠନିକ ବୈଠକ .

ଏହି ଅବସରରେ ରାଜ୍ୟ ସଭାପତି Manmohan Samal ଙ୍କ ସହିତ ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ଶ୍ରୀ ମାନସ ମହାନ୍ତି, ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ  ଶ୍ରୀ ବୈଜୟନ୍ତ ଜୟ ପଣ୍ଡାଙ୍କ ସମେତ ଅନ୍ୟ ନେତୃବୃନ୍ଦ ମଧ୍ୟ ଉପସ୍ଥିତ ଥିଲେ ।

ଏହି ବୈଠକରେ ଆଗାମୀ ଦିନରେ ସଙ୍ଗଠନକୁ ଆହୁରି ଅଧିକ ମଜବୁତ୍ କରିବା ସହ ମୋଦୀ ସରକାରଙ୍କ ସେବା, ସୁଶାସନ ଓ ଗରୀବ କଲ୍ୟାଣ ଯୋଜନାକୁ ଘରେ ଘରେ ପହଞ୍ଚାଇବାକୁ ଆଲୋଚନା କରାଯାଇଛି।

ଏହି ବୈଠକରେ ସଂଗଠନକୁ ତୃଣମୂଳସ୍ତରରେ ଆହୁରି ମଜବୁତ୍ କରି ମୋଦୀ ସରକାରଙ୍କ ସମସ୍ତ ଜନ କଲ୍ୟାଣ ଯୋଜନାକୁ ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଇବା ପାଇଁ ବିସ୍ତୃତ ଆଲୋଚନା କରାଯାଇଛି ।

LEAVE A REPLY

Please enter your comment!
Please enter your name here