ପ୍ରଥମେ ବାହାର ଭଣ୍ଡାର ଖୋଲାଯିବା ସହ ସମସ୍ତ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମକୁ ନିଆଯାଉଛି

0
279

By Our Correspondent

PURI/BHUBANESWAR:  ରତ୍ନଭଣ୍ଡାର ଖୋଲିବାକୁ ନିର୍ଦେଶିତ କମିଟି ସଦସ୍ଯ ମାନେ ଆଜି ସକାଳୁ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ। ପୂର୍ବାହ୍ନରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯାଳୟରେ ବୈଠକ ବସି ପ୍ରସ୍ତୁତି ନେଇ ଚୂଡାନ୍ତ ଆଲୋଚନା ହୋଇଥିଲା।

ଏହା ପରେ ସମସ୍ତେ ଏକାଠି ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ମା ବିମଳା, ମା ଲକ୍ଷ୍ମୀଙ୍କ ସହ ପାର୍ଶ୍ବ ଦେବାଦେବୀଙ୍କ ଦର୍ଶନ କରିବା ପରେ ପାରମ୍ପରିକ ଧୋତି ଗାମୁଛା ପରିଧାନ କରିଥିଲେ ସମସ୍ତ କମିଟି ସଦସ୍ଯ ଏବଂ ଶୁଭ ମୁହୂର୍ତ୍ତ ଦିନ 1.28 ମିନିଟ୍ ସମୟରେ ଜଗମୋହନକୁ ପ୍ରବେଶ କରିଥିଲେ।

ପ୍ରଥମେ ବାହାର ଭଣ୍ଡାର ଖୋଲାଯିବା ସହ ସମସ୍ତ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମକୁ ନିଆଯାଉଛି।

LEAVE A REPLY

Please enter your comment!
Please enter your name here