ପଶ୍ଚିମା-ଝଡ ପ୍ରଭାବରେ ସୁନ୍ଦରଗଡ, ଝାରସୁଗୁଡା, ଗଜପତି ଏବଂ ପୁରୀ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ଅନୁଭୂତ

0
345

By Our Correspondent  

BHUBANESWAR:  

ପଶ୍ଚିମା-ଝଡ ପ୍ରଭାବରେ ସୁନ୍ଦରଗଡ, ଝାରସୁଗୁଡା, ଗଜପତି ଏବଂ ପୁରୀ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ଅନୁଭୂତ .

ସୁନ୍ଦରଗଡ ଜିଲ୍ଲାର ବାଲିଶଙ୍କରା ଠାରେ  ସର୍ବାଧିକ ୧୨.୨ ମିମି ଏବଂ ଟାଙ୍ଗରପଲ୍ଲୀ ଠାରେ ୧୦.୪ ମିମି ବର୍ଷା ରେକର୍ଡ.

ଚଳିତ ମୌସୁମୀରେ ରଜ୍ୟରେ ସ୍ୱାଭାବିକ ବର୍ଷା ଅନୁଭୂତ . ୧୦ ଦିନ ବିଳମ୍ବରେ ୨୨ଜୁନ ରେ ମୌସୁମୀ ରାଜ୍ୟକୁ ଅଗ୍ରସର ହୋଇଥିବା ବେଳେ ୧୩ ଅକ୍ଟୋବର ରେ ପ୍ରତ୍ୟାବର୍ତନ କରିଛି.

୨୨ ଜୁନ ରୁ ୩୦ ସେପ୍ଟେମ୍ବର ,  ୧୦୧ ଦିନରୁ ୩୩ଦିନ ରାଜ୍ୟରେ ସ୍ୱାଭାବିକ ତୁଳନାରେ ଅଧିକ ବର୍ଷା ରେକର୍ଡ ଅର୍ଥାତ ୨୦% ଦିନ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ.

LEAVE A REPLY

Please enter your comment!
Please enter your name here