ଦିନ ୧୧ ଟା ୩୦ ସୁଦ୍ଧା ଭୁବନେଶ୍ୱର ରେ ୪୧ ଡ଼ିଗ୍ରୀ ତାପମାତ୍ରା  ଆଦ୍ରତା ୪୫% ରେକର୍ଡ

0
421

By Our Correspondent
BHUBANESWAR: ଆଜି ଦିନ ୧୧ ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱର ରେ ୪୧ ଡ଼ିଗ୍ରୀ ତାପମାତ୍ରା ଆଦ୍ରତା ୪୫% ରେକର୍ଡ.

ଆଜି ଦିନ ୧୧ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା
ଝାରସୁଗୁଡା: ୪୨.୨ ଡ଼ିଗ୍ରୀ, ହୀରାକୁଦ: ୪୧.୪ ଡ଼ିଗ୍ରୀ , ସମ୍ବଲପୁର: ୪୧.୨ ଡ଼ିଗ୍ରୀ, ଭୁବନେଶ୍ୱର: ୪୧ ଡ଼ିଗ୍ରୀ , ବାଲେଶ୍ୱର: ୩୮.୨ ଡ଼ିଗ୍ରୀ, କେଉଁଝର: ୩୮ ଡ଼ିଗ୍ରୀ , ଚାନ୍ଦବାଲି:୩୭.୮ ଡ଼ିଗ୍ରୀ, ପୁରୀ: ୩୫ ଡ଼ିଗ୍ରୀ, ଗୋପାଳପୁର: ୩୪.୪ ଡ଼ିଗ୍ରୀ, ପାରାଦୀପ: ୩୨.୮ ଡ଼ିଗ୍ରୀ.

ଗତ ଦୁଇଦିନ ତୁଳନାରେ ରାଜ୍ୟ କୁ ପ୍ରବାହିତ ହେଉଥିବା ପଶ୍ଚିମ ତଥା ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଉତ୍ତପ୍ତ ବାୟୁ ଅଧିକ ସକ୍ରିୟ ଥିବାରୁ ଉପକୂଳ ଓଡ଼ିଶାରେ ଆଜି ତାପମାତ୍ରା ଦୃଷ୍ଟନ୍ତ ମୂଳକ ବୃଦ୍ଧି ସମ୍ଭାବନା.ବାହାରକୁ ବାହାରୁଥିଲେ ଆବଶ୍ୟକ ପଦକ୍ଷେପ ଗ୍ରହଣକରନ୍ତୁ ତଥା ଶୋଷ ଲାଗୁନଥିଲେ ବି ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଗ୍ରହଣ କରନ୍ତୁ, IMD Bhubaneswar said.

LEAVE A REPLY

Please enter your comment!
Please enter your name here