ଦିନ ୨ ଟା ୩୦ ସୁଦ୍ଧା ଭୁବନେଶ୍ୱର ୪୪.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ

0
502

By Our Correspondent

BHUBANESWAR:  ଦିନ ୨ ଟା ୩୦ ସୁଦ୍ଧା ଭୁବନେଶ୍ୱର ୪୪.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ.ଦିନ ୧୧ ଟା ୩୦ ସୁଦ୍ଧା ଭୁବନେଶ୍ୱର ୪୧.୬ ଡ଼ିଗ୍ରୀ ତାପମାତ୍ରା, ୩୮% ଆଦ୍ରତା  ରେକର୍ଡ.

ଦିନ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା

ଝାରସୁଗୁଡା: ୪୪.୬ ଡ଼ିଗ୍ରୀ, ଭୁବନେଶ୍ୱର: ୪୪.୪ ଡ଼ିଗ୍ରୀ, ସମ୍ବଲପୁର: ୪୪.୪ ଡ଼ିଗ୍ରୀ, ହୀରାକୁଦ : ୪୩.୮  ଡ଼ିଗ୍ରୀ,କେନ୍ଦୁଝର: ୪୦ ଡ଼ିଗ୍ରୀ , ଚାନ୍ଦବାଲି: ୩୭.୬ ଡ଼ିଗ୍ରୀ, ବାଲେଶ୍ୱର: ୩୫ ଡ଼ିଗ୍ରୀ, ଗୋପାଳପୁର: ୩୬.୮ ଡ଼ିଗ୍ରୀ, ପୁରୀ: ୩୪.୮ ଡ଼ିଗ୍ରୀ, ପାରାଦୀପ: ୩୩.୪ ଡ଼ିଗ୍ରୀ.

ଆଜି ଦିନ ୧୧ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା

ଝାରସୁଗୁଡା: ୪୩.୪ ଡ଼ିଗ୍ରୀ, ସମ୍ବଲପୁର:୪୨.୪ ଡ଼ିଗ୍ରୀ, ଭୁବନେଶ୍ୱର: ୪୧.୬ ଡ଼ିଗ୍ରୀ, ହୀରାକୁଦ: ୪୧.୬ ଡ଼ିଗ୍ରୀ, କେନ୍ଦୁଝର: ୩୯ ଡ଼ିଗ୍ରୀ, ଚାନ୍ଦବାଲି: ୩୮.୪ ଡ଼ିଗ୍ରୀ, ଗୋପାଳପୁର: ୩୭.୫ ଡ଼ିଗ୍ରୀ, ବାଲେଶ୍ୱର: ୩୬.୨ ଡ଼ିଗ୍ରୀ, ପୁରୀ: ୩୬ ଡ଼ିଗ୍ରୀ, ପାରାଦୀପ: ୩୩.୬ ଡ଼ିଗ୍ରୀ.

ଆଜି ଦିନ ୧୧ ଟା ୩୦ ସୁଦ୍ଧା ରେକର୍ଡ ଆଦ୍ରତା 

ପାରାଦୀପ: ୮୦%, ପୁରୀ: ୭୪%, ବାଲେଶ୍ୱର: ୬୯%, ଗୋପାଳପୁର: ୫୬%, ଚାନ୍ଦବାଲି: ୫୫%, ଭୁବନେଶ୍ୱର: ୩୮% , କେନ୍ଦୁଝର: ୩୬%, ହୀରାକୁଦ: ୩୨%, ସମ୍ବଲପୁର: ୩୧%, ଝାରସୁଗୁଡା: ୨୧%.

LEAVE A REPLY

Please enter your comment!
Please enter your name here