ଡାକ୍ତର ଦୀପକ ରାଉତଙ୍କୁ ରାଷ୍ଟ୍ର ଗୌରବ ସମ୍ମାନ

0
381

By Our Correspondent

BHUBANESWAR: ଚଳିତ ବର୍ଷ 21  ତାରିଖ ଦିନ ହୋଟେଲ ପାର୍କ ରେଜିଷ, ଗୋଆ ଠାରେ ଆନ୍ତଜାତୀୟ ମାନବଅଧିକାର ଏବଂ କ୍ରାଇମ୍ଏ କଂଟ୍ରୋଲ କାଉନସିଲ ତରଫରୁ ଡାକ୍ତର ରାଉତଙ୍କୁ ରାଷ୍ଟ୍ର ଗୌରବ ପୁରସ୍କାର ରେ ସମାନିତ କରାଯାଇଥିଲା. ଓଡିଶା ମାଟିରେ ଜନ୍ମ ଡାକ୍ତର ରାଉତ ଓଡିଶା ପାଁଇ ମଧ୍ୟ ଗୌରବ ଆଣିଛନ୍ତି.

ଡାକ୍ତର ଦୀପକ ରାଉତଙ୍କୁ ଏହି ସମ୍ମାନ ତାଙ୍କର ସମାଜ ପ୍ରତି ଦାୟିତ୍ୱ, ପାରମ୍ପରିକ ଚିକତ୍ସାର ପ୍ରଚାର ଏବଂ ମାଗଣା ସ୍ୱାସ୍ଥ୍ୟ ଶିବିର, ବିଦେଶରେ ପାରମ୍ପରିକ ଔଷଧର ସଚେତନତା ସହ ବିଭିନ୍ନ ପ୍ରକାରର ପାରମ୍ପରିକ ପଦ୍ଧତିର ମାଗଣା ଶିକ୍ଷା ଆୟୋଜନ କରିଥିବାରୁ. ଏହାସହିତ ସେ ଆନ୍ତଜାତୀୟ ବିଭିନ୍ନ ସଂସ୍ଥାରେ ଓ ସଂଗଠନରେ ଅମ୍ବାଶ୍ସୋର୍ଡ଼ୱେର, କମାଣ୍ଡେର, ଫିଲନ୍ତ୍ରଫିକ, ସେନେଟ ମେମ୍ବର, ପ୍ରଫେସର ପଦରେ କାମ କରୁଛନ୍ତି. ତୃତୀୟ ଥର ବିଶ୍ୱ ବୂକ ଅଫ ରେକର୍ଡସ-ଲଣ୍ଡନ ରେ ମଧ୍ୟ ତାଙ୍କ ନାମକୁ ରେଜିଷ୍ଟ୍ର କରାଯାଇଛି. ହୋଲିଷ୍ଟିକ ମେଡ଼ିସିନ ରିସର୍ଚ୍ଚ ଫାଉଣ୍ଡେସନର ମହାନିର୍ଦେଶକ ପ୍ରଫେସର ଦୀପକ ରାଉତ 200 ଉର୍ଦ୍ଧ ଜାତୀୟ ଓ ଆନ୍ତଜାତୀୟ ସାମାଜିକ,ଶିକ୍ଷା ଏବଂ ସ୍ୱାସ୍ଥ୍ୟ ପ୍ରୋଗ୍ରାମ କରିସାରିଛନ୍ତି.

LEAVE A REPLY

Please enter your comment!
Please enter your name here