ଜାତୀୟ ପଞ୍ଚାୟତ ପୁରସ୍କାର, ୭ଟି ବିଭାଗରେ ଓଡ଼ିଶା ପୁରସ୍କୃତ ହୋଇଛି

0
43

By Our Correspondent

BHUBANESWAR:  ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ଦେଶର ପଞ୍ଚାୟତିରାଜ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରିଛନ୍ତି।

ଏଥିରେ ୭ଟି ବିଭାଗରେ ଓଡ଼ିଶା ପୁରସ୍କୃତ ହୋଇଛି। କେନ୍ଦ୍ର ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରାଳୟ ଦ୍ବାରା ପ୍ରଦତ୍ତ ଏହି ପୁରସ୍କାର ବାବଦକୁ ଓଡ଼ିଶାକୁ ୮କୋଟି ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରାପ୍ତ ହୋଇଛି।

LEAVE A REPLY

Please enter your comment!
Please enter your name here