ଗୁରୁବାର ଶ୍ରାବଣ:କୃଷ୍ଣ ଅମାବାସ୍ୟା ତିଥିରେ ଶ୍ରୀବିଗ୍ରହମାନଙ୍କ ‘ଚିତାଲାଗି’ ନୀତି, ଆପାତତଃ ଅପରାହ୍ନ ଘ.୨.୩୦ ମି. ଠାରୁ ସନ୍ଧ୍ୟା ଘ୬.୩୦ ମିନିଟ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ

0
751

By Our Correspondent

PURI: ଆସନ୍ତାକାଲି ତା୨୪.୦୭.୨୦୨୫ରିଖ,ଗୁରୁବାର ଶ୍ରାବଣ:କୃଷ୍ଣ ଅମାବାସ୍ୟା ତିଥିରେ ଶ୍ରୀବିଗ୍ରହମାନଙ୍କ ‘ଚିତାଲାଗି’ ନୀତି ଅନୁଷ୍ଠିତ ହେବ।

ଏଣୁ ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ଘ.୨.୩୦ ମି. ଠାରୁ ସନ୍ଧ୍ୟା ଘ୬.୩୦ ମିନିଟ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

LEAVE A REPLY

Please enter your comment!
Please enter your name here