ଗତ ୨୪ଘଣ୍ଟା ରେ ରାଜ୍ୟରେ ସ୍ୱାଭାବିକ  ବର୍ଷା ୯.୪ମିମି ତୁଳନାରେ ୮୫%  ଅଧିକ ରେକର୍ଡ ହୋଇଛି

0
384
ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିବା ବେଳେ ଗତ ୨୪ଘଣ୍ଟା ରେ ରାଜ୍ୟରେ ୧୭.୪ ମିମି ବର୍ଷାରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୯.୪ମିମି ତୁଳନାରେ ୮୫% ଅଧିକ ରେକର୍ଡ ହୋଇଛି |

By Our Correspondent

BHUBANESWAR:  ରାଜ୍ୟରେ ମୌସୁମୀ ସକ୍ରିୟ  ରହିଥିବା ବେଳେ ଗତ ୨୪ଘଣ୍ଟା ରେ ରାଜ୍ୟରେ ୧୭.୪ ମିମି ବର୍ଷାରେକର୍ଡ କରାଯାଇଛି ଯାହା ସ୍ୱାଭାବିକ  ବର୍ଷା ୯.୪ମିମି ତୁଳନାରେ ୮୫%  ଅଧିକ ରେକର୍ଡ ହୋଇଛି |

ସେହିପରି ବରଗଡ ଜିଲ୍ଲାରେ ସର୍ବାଧିକ ବର୍ଷା ୬୭.୭ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୯.୪ ମିମି ତୁଳନାରେ ୬୨୦%  ଅଧିକ ରହିଛି.

ଶକ୍ତିଶାଳୀ ମୌସୁମୀ ପ୍ରବାହ ତଥା ଲଘୁଚାପ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ଯାଏଁ  ଓଡିଶା ଉପକୂଳ ପାର୍ଶ୍ଵବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତତସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ପବନ ଘଣ୍ଟା ପ୍ରତି ବେଗ ୪୦ ରୁ ୫୦ କିମି ସମ୍ଭାବନା ହେତୁ ମତ୍ସ୍ୟଜୀବୀଙ୍କୁ  ଓଡିଶା ଉପକୂଳ ଏବଂ ତାର ଆଖ ପାଖ ଅଂଚଳକୁ ଯିବାକୁ ସମ୍ପୂର୍ଣ ବାରଣ.

LEAVE A REPLY

Please enter your comment!
Please enter your name here