କୃଷ୍ଣଚନ୍ଦ୍ର ଆପଟ, ପାଣିଆ ଆପଟ ସେବକଙ୍କ ଆସୁ ଚିକିତ୍ସା ପାଇଁ ଆପୋଲ ହସପିଟାଲକୁ ପଠାଯାଇଛି

0
243

By Our Correspondent

PURI:   ଅବକାଶ ପୂଜା ସରିବାପରେ ପାଣିଆଆପଟ ସେବକ ଗରାରେ ପାଣି ଆଣି ଆସିଲାବେଳେ ପାଣିଘର ପାଖରେ ଗୋଡ଼ ଖସିଯିବାରୁ ପଡ଼ିଯାଇ ଗରାର ବନ୍ଧ ତାଙ୍କ ହାତରେ ପଶି ଯିବାରୁ ତାଙ୍କର ହାତ କଟି ରକ୍ତ ପଡିବା ହେତୁ ବଡ ମହାସ୍ନାନ ହୋଇଅଛି।

କୃଷ୍ଣଚନ୍ଦ୍ର ଆପଟ, ପାଣିଆ ଆପଟ ସେବକଙ୍କ ଆସୁ ଚିକିତ୍ସା ପାଇଁ ଆପୋଲ ହସପିଟାଲକୁ ପଠାଯାଇଛି.

LEAVE A REPLY

Please enter your comment!
Please enter your name here