କଳିଯୁଗ ସରିଯିବ ପଛେ SCB Medical College and Hospital in Cuttack ବିଶ୍ଵସ୍ତରୀୟ ହେବନାହିଁ

0
369

By Our Correspondent

CUTTACK:   କଳିଯୁଗ ସରିଯିବ ପଛେ SCB Medical College and Hospital in Cuttack ବିଶ୍ଵସ୍ତରୀୟ ହେବନାହିଁହେବନାହିଁ.

Time Line for SCB Medical College and Hospital

୨୦୧୯  – ଏମ୍ସ ପ୍ଲସ ପାଇଁ Rs 1000 Crore .

୨୦୨୧ –  ଏମ୍ସ ପ୍ଲସ କରିବା  ପାଇଁ Rs 3500 Crore .

 ୨୦୨୨- ବିଶ୍ୱସ୍ତରୀୟ କରିବା  ପାଇଁ Rs 4474.49 Crore.

୨୦୨୩-  ପୁନଃବିକାଶ  Rs 1400 Crore.

ରାଜ୍ୟ_ବଜେଟ୍_୨୦୨୩,  ଆରମ୍ଭ ହେବ ଆମ ହସ୍ପିଟାଲ ଯୋଜନା , ଏଥିପାଇଁ ୭୫୦ କୋଟିର ବ୍ୟୟବରାଦ, ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନ ପାଇଁ ୩୩୦୦ କୋଟି, SCBର ପୁନଃବିକାଶ ପାଇଁ ୧୪୦୦ କୋଟି, ୧୦୮ ଆମ୍ବୁଲାନ୍ସ ସେବାରେ ଆଉ ୨୩୬ ଗାଡ଼ି ଅନ୍ତର୍ଭୁକ୍ତ ହେବ,  କର୍କଟ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା ପାଇଁ ୨୧୧ କୋଟି ବ୍ୟୟବାରଦ.

LEAVE A REPLY

Please enter your comment!
Please enter your name here