ଓଡ଼ିଶା ଗ୍ରାମ୍ଯ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ ବିଭାଗର ଉନ୍ନୟନ କାର୍ଯ୍ଯ ଗୃହ, ରାସ୍ତା ଓ ସେତୁ ର ସମୀକ୍ଷା କରିଛନ୍ତି

0
76

By Our Correspondent

BHUBANESWAR: ​ ରବିନାରାୟଣ ନାଏକ, ମାନ୍ଯବର ମନ୍ତ୍ରୀ ଗ୍ରାମ୍ଯ ଉନ୍ନୟନ, ପଂଚାୟତିରାଜ ଓ ପାନୀୟ ଜଳ, ଓଡ଼ିଶାଂକ ଦ୍ବାରା ଗ୍ରାମ୍ଯ ଉନ୍ନୟନ ବିଭାଗର ଉନ୍ନୟନ କାର୍ଯ୍ଯ ( ଗୃହ, ରାସ୍ତା ଓ ସେତୁ)ର ସମୀକ୍ଷା.

ଓଡ଼ିଶା ଗ୍ରାମ୍ଯ ଉନ୍ନୟନ ବିଭାଗର ମନ୍ତ୍ରୀ ଶ୍ରୀ ନାୟକ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ ଏବଂ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ବିଭାଗ ଅଧିନସ୍ଥ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି।

ବିଭାଗ ଅଧିନସ୍ଥ ପ୍ରକଳ୍ପଗୁଡିକର କାର୍ଯ୍ୟ ତ୍ୱରାନ୍ୱିତ କରିବା ସହିତ ନୂତନ ପ୍ରକଳ୍ପ ନିମନ୍ତେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବାକୁ ମନ୍ତ୍ରୀ ଶ୍ରୀ ନାୟକ ନିର୍ଦ୍ଦେଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here