ଓଡ଼ିଶାରେ ୭୩,୭୨୩ କୋଟି ଟଙ୍କା ବିନିଯୋଗରି ୪୮ଟି ନୂଆ ରେଳ ପ୍ରକଳ୍ପ ନିର୍ମାଣ କାମ ଚାଲିଛି

0
283

By Our Correspondent

BHUBANESWAR:   କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।

ଉଭୟଙ୍କ ମଧ୍ୟରେ ଓଡ଼ିଶାରେ ରେଳ ଯୋଗାଯୋଗ ଓ ଆଇ.ଟି ଶିଳ୍ପ ବିକାଶ ସମ୍ପର୍କରେ ଆଲୋଚନା ହୋଇଛି। ଓଡ଼ିଶାରେ ୭୩,୭୨୩ କୋଟି ଟଙ୍କା ବିନିଯୋଗରି ୪୮ଟି ନୂଆ ରେଳ ପ୍ରକଳ୍ପ ନିର୍ମାଣ କାମ ଚାଲିଛି।

ଏହା ବ୍ୟତୀତ ଓଡ଼ିଶାକୁ ଏକ ମେଗା ଆଇ.ଟି ହବ୍ ରେ ପରିଣତ କରାଯିବ। ଏଥିପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନିଆଯାଉଛି।

ଓଡ଼ିଶାରେ ଆଇ.ଟି ଷ୍ଟାର୍ଟ ଅପ୍‌ର ବିକାଶ ପାଇଁ ଆଇଆଇଟି ଭୁବନେଶ୍ୱର, ଏନଆଇଟି ରାଉରକେଲା, ଆଇଆଇଆଇଟି ଭୁବନେଶ୍ୱର ଓ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ ବ୍ରହ୍ମପୁରରେ ‘Chip to Startup’ କାର୍ଯ୍ୟକ୍ରମ କରଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ କରିଛନ୍ତି

 

LEAVE A REPLY

Please enter your comment!
Please enter your name here