ଆସନ୍ତାକାଲି (ଶନିବାର) ତା ୨୮/୦୬/୨୦୨୫ ରିଖ ସକାଳ ୯ ଟା ୩୦ ମିନିଟ୍ ସମୟରେ ପୁଣିଥରେ ମହାପ୍ରଭୁଙ୍କ ରଥଟଣା ଅନୁଷ୍ଠିତ ହେବ, ତିନି ରଥ ବଡଦାଣ୍ଡରେ ରହି ଯାଇଥିବା ବେଳେ ରଥାରୂଢ ଚତୁର୍ଦ୍ଧା ଦାରୁବିଗ୍ରହ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି

0
276

By Our Correspondent

PURI: ଆସନ୍ତାକାଲି (ଶନିବାର) ତା ୨୮/୦୬/୨୦୨୫ ରିଖ ସକାଳ ୯ ଟା ୩୦ ମିନିଟ୍ ସମୟରେ ପୁଣିଥରେ ମହାପ୍ରଭୁଙ୍କ ରଥଟଣା ଅନୁଷ୍ଠିତ ହେବ ।

ଆଜି ତିନି ରଥ ବଡଦାଣ୍ଡରେ ରହି ଯାଇଥିବା ବେଳେ ରଥାରୂଢ ଚତୁର୍ଦ୍ଧା ଦାରୁବିଗ୍ରହ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି । ମହାପ୍ରଭୁଙ୍କ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ଆଜି ଅଘଟଣ-ଶୂନ୍ୟ ଭାବେ ଅନୁଷ୍ଠିତ ହୋଇଅଛି ।

ଶ୍ରୀଗୁଣ୍ଡିଚା ଯାତ୍ରା ସମ୍ପର୍କିତ ସମସ୍ତ ନୀତିକାନ୍ତି ଠିକଣା ସମୟରେ ସମାପନ ପାଇଁ ସମସ୍ତ ସେବକ ନିଯୋଗ, ଶ୍ରୀମନ୍ଦିର ଏବଂ ଜିଲ୍ଲା ପ୍ରଶାସନ ତଥା ପୋଲିସ୍ ପ୍ରଶାସନର ସମସ୍ତ କର୍ମଚାରୀ, ସରକାରଂକ ବିଭିନ୍ନ ଅନୁଷ୍ଠାନ, ଗଣମାଧ୍ୟମ ଏବଂ ସର୍ବାଗ୍ରେ ମହାପ୍ରଭୁଙ୍କ ଲକ୍ଷାଧିକ ଭକ୍ତଙ୍କୁ କୃତଜ୍ଞତା ତଥା ଆନ୍ତରିକ ଧନ୍ୟବାଦ ଜ୍ଞାପନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

LEAVE A REPLY

Please enter your comment!
Please enter your name here