“ଆମ ଓଡିଶା-ନବୀନ ଓଡ଼ିଶା” ଯୋଜନା ନାଁରେ ୩,୭୦୦କୋଟି ଟଙ୍କା ଲୁଟ୍ କରିବାର ଯୋଜନା କରିଛନ୍ତି ରାଜ୍ୟ ସରକାର- ବିଜେପି ରାଜ୍ୟ ସଭାପତି

0
245
“ଆମ ଓଡିଶା-ନବୀନ ଓଡ଼ିଶା” ଯୋଜନା ନାଁରେ ୩,୭୦୦କୋଟି ଟଙ୍କା ଲୁଟ୍ କରିବାର ଯୋଜନା କରିଛନ୍ତି ରାଜ୍ୟ ସରକାର।ଓଡ଼ିଶାରେ ବର୍ଷକୁ ୧ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଛି। ଡିଏମ୍ଏଫ ପାଂଠିରେ ଥିବା ସାଧାରଣ ଲୋକଙ୍କ ଟଙ୍କାକୁ ଅଟକାଇ “ସାମାଜିକ ଅପରାଧ” କରୁଛନ୍ତି ରାଜ୍ୟ ସରକାର।

By Our Correspondent  

JHARSUGUDA/BHUBANESWAR:  “ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ” ଯୋଜନାରେ ମୁଣ୍ଡ ପିଛା ୫କିଲୋ ଚାଉଳ ୫ବର୍ଷ ପାଇଁ ଦେବାର ପ୍ରଧାନମନ୍ତ୍ରୀଙ୍କ ନିଷ୍ପତି ଐତିହାସିକ।

ରାଜ୍ୟ ସରକାରଙ୍କ ଅସହଯୋଗତା କାରଣରୁ ଏନ୍‌ଟିପିସି ସହଯୋଗରେ ନିର୍ମିତ ମେଡିକାଲ କଲେଜ ଓ ହସ୍ପିଟାଲ କ୍ରିୟାନ୍ୱୟନ ହୋଇନପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ବିଜେପି ରାଜ୍ୟ ସଭାପତି Manmohan Samal said.

୨୦୨୪ ସାଧାରଣ ନିର୍ବାଚନରେ ୨୩ବର୍ଷର “ବିଜେଡି ସରକାର ହଟିବ ଓ ବିଜେପି ମୁକୁଟ ପିନ୍ଧିବ”।

“ଆମ ଓଡିଶା-ନବୀନ ଓଡ଼ିଶା” ଯୋଜନା ନାଁରେ ୩,୭୦୦କୋଟି ଟଙ୍କା ଲୁଟ୍ କରିବାର ଯୋଜନା କରିଛନ୍ତି ରାଜ୍ୟ ସରକାର।ଓଡ଼ିଶାରେ ବର୍ଷକୁ ୧ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଛି। ଡିଏମ୍‌ଏଫ ପାଂଠିରେ ଥିବା ସାଧାରଣ ଲୋକଙ୍କ ଟଙ୍କାକୁ ଅଟକାଇ “ସାମାଜିକ ଅପରାଧ” କରୁଛନ୍ତି ରାଜ୍ୟ ସରକାର।

ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭିଚାର, ନାରୀ ନିର୍ଯ୍ୟାତନା ଏବଂ ସ୍ଥାନୀୟ ସମସ୍ୟା ବିରୋଧରେ ଆସନ୍ତା ନଭେମ୍ବର ୧୪ ରୁ ୧୮ତାରିଖ ରାଜ୍ୟ ସମସ୍ତ ବ୍ଲକ ସମ୍ମୁଖରେ ଘେରାଉ କରିବ ବିଜେପି।

ଗତକାଲି ବରଗଡ ଜିଲ୍ଲା ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ଶାସକ ଦଳର ବିଧାୟକ ସୁଶାନ୍ତ ସିଂଙ୍କୁ ତୁରନ୍ତ ଗିରଫ କରାଯାଉ। -ବିଜେପି ରାଜ୍ୟ ସଭାପତି

LEAVE A REPLY

Please enter your comment!
Please enter your name here