ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା, ଭୁବନେଶ୍ୱର  ୨୯.୦°C

0
409
Torrential rain causing flood.

By Our Correspondent

BHUBANESWAR:  ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା.

ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା

ଭୁବନେଶ୍ୱର : ୨୯.୦°C, ବାଲେଶ୍ୱର   :୩୧.୮°C, ଚାନ୍ଦବାଲି : ୩୩.୦ °C , ପାରାଦୀପ : ୨୮.୪°C

ଗୋପାଳପୁର : ୩୬.୦°C, ପୁରୀ   :୩୫.୦°C, ଝାରସୁଗୁଡା : ୩୭.୬°C, କେନ୍ଦୁଝର : ୨୮.୬°C, ସମ୍ବଲପୁର : ୩୩.୦°C  , ହୀରାକୁଦ :୩୨.୦ °C.

୨୨ ଏବଂ ୨୩ ତାରିଖରେ ରାଜ୍ୟରେ  କାଳବୈଶାଖୀ ସମ୍ଭାବନା ଓଡ଼ିଶାର କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ କୁଆପଥର ବର୍ଷା ତଥା ପବନ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ସମ୍ଭାବନା. ଆଜି ସକାଳ ୮.୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱର ରେ ତାପମାତ୍ରା ୩୧.୮   ଡ଼ିଗ୍ରୀ, ପବନ ଘଣ୍ଟା  ପ୍ରତି ୧୫ ରୁ ୨୦ କିମି.

ଆଜି ଦିନ ୧୧ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା.

ଭୁବନେଶ୍ୱର : ୩୩.୨°C , ବାଲେଶ୍ୱର   :୩୬.୦°C, ଚାନ୍ଦବାଲି : ୩୨.୦°C, ପାରାଦୀପ : ୩୨.୬°C, ଗୋପାଳପୁର : ୩୧.୦°C, ପୁରୀ :୩୩.୪°C   , ଝାରସୁଗୁଡା : ୩୨.୬°C , କେନ୍ଦୁଝର : ୨୮.୦°C , ସମ୍ବଲପୁର : ୩୦.୦°C, ହୀରାକୁଦ :୨୯.୨°C.

LEAVE A REPLY

Please enter your comment!
Please enter your name here